୩ ଜିବି ଡାଟା ସହ ଅନଲିମିଟେଡ ଭଏସ କଲ୍

ଆସିଲା ଜିଓର ଧମାକାଦାର ଅଫର । ୟୁଜରମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ଜିଓ ଏଭଳି ଅଫର ଆଣିଛି । ଯେଉଁଥିରେ ୩ ଜିବି ଡାଟା ସହ ଅନଲିମିଟେଡ ଭଏସ କଲ୍ ରହିଛି । ତେବେ ଏହି ପ୍ଲାନ କିଛି ଏହିଭଳି ରଖାଯାଇଛି ।
୩୪୯ଟଙ୍କା ପ୍ଲାନ :
ଜିଓର ୩୪୯ ଟଙ୍କା ପ୍ଲାନ ୨୮ ଦିନ ପାଇଁ ରହିଛି । ଯେଉଁଥିରେ ପ୍ରତିଦିନ ୩ଜିବି ଡାଟା ମିଳିବ । ଏହାଛଡା ସବୁ ନେଟୱାର୍କକୁ ଅନଲିମିଟେଡ କଲିଂ ସୁବିଧା ରହିଛି । ପ୍ରତିଦିନ ୧୦୦ ଏସଏମଏସର ମଧ୍ୟ ସୁବିଧା ଅଛି ।

୪୦୧ ଟଙ୍କା ପ୍ଲାନ:
ଏହା ପ୍ଲାନରେ ମଧ୍ୟ ୨୮ ଦିନର ବୈଧତା ରହିଛି । ଯେଉଁଥିରେ ୩ ଜିବି ସହ ୬ ଜିବି ଅଧିକା ଡାଟା ମିଳିଥାଏ । ଏହାସହ ସବୁ ନେଟୱାର୍କକୁ ଅନ୍ଲିମିଟେଡ କଲ ସହ ୧୦୦ ଏସଏମଏସର ସୁବିଧା ଅଛି । ସବୁଠୁ ବଡ କଥା ହେଉଛି ଏଥିରେ ୧ ବର୍ଷ ପର୍ଯ୍ୟନ୍ତ ଐକ୍ଟଗ୍ଧଗ୍ଦଗ୍ଧବକ୍ସ ଠଓଚ + ଊସଗ୍ଦଦ୍ଭରଚ୍ଚ ସବସ୍କ୍ରିପସନର ସୁବିଧା ଅଛି ।
୯୯୯ ଟଙ୍କା ପ୍ଲାନ:
ଏହି ପ୍ଲାନରେ ୮୪ଦିନର ବୈଧତା ରହିଛି । ପ୍ରତିଦିନ ୩ ଜିବି ଡାଟା ସହ ୮୪ ଦିନକୁ ମୋଟ ୨୫୨ ଜିବି ଡାଟା ମିଳିଥାଏ । ଏହାସହ ସବୁ ନେଟୱାର୍କକୁ ଅନ୍ଲିମିଟେଡ କଲ ସହ ୧୦୦ ଏସଏମଏସର ସୁବିଧା ଅଛି । ଏହାସହ ପ୍ରତ୍ୟେକ ଜିଓ ଆପ୍ସର ସବସ୍କ୍ରିପସନର ମିଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ