Masthead

ଜାଣନ୍ତୁ ରାମାୟଣର ସୁଗ୍ରୀବ କେମିତି ମଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୂରଦର୍ଶନରେ ଲୋକପ୍ରିୟ ଧାରାବାହିକ ରାମାୟଣ ଉଣାଅଧିକ ଆପଣ ସମସ୍ଥେ ଦେଖିଥିବେ । ଯାହା ସମସ୍ତଙ୍କର ଅତି ପ୍ରିୟ ଥିଲା । ସେଥିରେ ସୁଗ୍ରୀବଙ୍କ ଚରିତ୍ରଟି ସମସ୍ତଙ୍କ ମନରେ ଏବେବି ସତେଜ ଥିବ । ତେବେ ଆସନ୍ତୁ ଜାଣିବା ସୁଗ୍ରୀଙ୍କର କେମିତି ମୃତ୍ୟୁ ହୋଇଥିଲା –

ରାମାୟଣରେ ସୁଗ୍ରିବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କର ଗତ ବର୍ଷ ଦେହାନ୍ତ ହୋଇଥିଲା। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । । ଶୋ’ରେ ସେ ସୁଗ୍ରିବ ଚରିତ୍ରରେ ଯେଉଁଭଳି ଭାବରେ ଅଭିନୟ କରିଥିଲେ ତାହା ବେଶ୍ ପ୍ରଶଂସା ଯୋଗ୍ୟ । ଶ୍ୟାମ ସୁନ୍ଦର କାଲାନି ରାମାୟଣ ଚଳଚ୍ଚିତ୍ର ସହିତ ତ୍ରିମୂର୍ତ୍ତି ଏବଂ ହିର ରାଞ୍ଝାଙ୍କ ସହିତ ସିରିଏଲ ‘ଜୟ ହନୁମାନ’ରେ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା