Masthead

ଜାମ୍ମୁକାଶ୍ମୀରରେ ହାଇସ୍ପିଡ୍ ନେଟ

ଜାମୁକାଶ୍ମୀର (ବଡ଼ ଖବର): ଦେଢ ବର୍ଷ ପରେ ଜାମ୍ମୁକାଶ୍ମୀରରେ ଉପଲବ୍ଧ ହୋଇଛି ହାଇସ୍ପିଡ୍ ନେଟ । ଶୁକ୍ରବାର ଠାରୁ ୪ଜି ଇଂଟରନେଟ ସେବା ଜାରି କରାଯାଇଛି । ଜାମ୍ମୁକାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି । ୨୦୧୯ ଅଗଷ୍ଠ ୫ରୁ ସେଠାରେ ମୋବାଇଲ ଇଂଟରନେଟ ସେବା ବନ୍ଦ ଥିଲା ।

୩୭୦ ଧାରା ଉଚ୍ଛେଦ ଓ ରାଜ୍ୟ ବିଭାଜନ ପ୍ରକ୍ରିୟା ଠାରୁ ଇଂଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା । ୨ଜି ଇଂଟରନେଟ ସେବାକୁ ଜାନୁଆରୀ୨୮ରୁ ଉପଲବ୍ଧ କରାଯାଇଥିବା ବେଳେ ଶୁକ୍ରବାର ଠାରୁ ୪ଜି ସେବା ଚାଲୁ କରାଯାଇଛି । ଜାମ୍ମୁକାଶ୍ମୀରର ପୂର୍ବତନ ସିଏମ ଓମାର ଅବଦୁଲ୍ଲା ମଧ୍ୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର