Masthead

ଝିଅ ମାନଙ୍କ ବିବାହ ବୟସ କେଉଁ ଦେଶରେ କେତେ, ଜାଣନ୍ତୁ ….

ନୂଆଦିଲ୍ଲୀ (ବଡ଼ ଖବର): ଭାରତୀୟ ପରମ୍ପରା ଅନୁସାରେ ଝିଅ ଓ ଘିଅ ବେଶିଦିନ ଘରେ ସାଇତି ରଖାଯାଏ ନାହିଁ । ଝିଅ ବିବାହ ଯୋଗ୍ୟ ହୋଇଗଲେ ପରିବାର ଲୋକଙ୍କ ମୁଣ୍ଡ ବ୍ୟଥା ବଢିଯାଏା ଯୋଗ୍ୟପାତ୍ର ଦେଖି ପରିବାର ଲୋକେ ଝିଅକୁ ବିବାହ ଦେଇଥାନ୍ତି । କିନ୍ତୁ ଭାରତରେ ଝିଅର ବିବାହ ବୟସସୀମା ଧାର୍ଯ୍ୟ କରାଯାଇଛି । ଜଣେ ସାବାଳିକା ହିଁ ବିବାହ କରିପାରିବେ । ଏହା ପଛରେ ଡାକ୍ତରଙ୍କ ସୁଚିନ୍ତିତ ପରାମର୍ଶ ମଧ୍ୟ ଲୁଚି ରହିଛି ।

ତେବେ ଭାରତରେ ସାଧାରଣତଃ ୧୮ ବର୍ଷ ବୟସ ହେଲେ ଝିଅ ବିବାହ କରିପାରିବେ । ଏହା ଆଇନତଃ ସିଦ୍ଧ । ତେବେ ଜାଣି ରଖନ୍ତୁ ଝିଅ ମାନଙ୍କର ବିବାହ ବୟସସୀମା କେଉଁ ଦେଶରେ କେତେ ? ତେବେ ଭାରତରେ ଝିଅ ମାନଙ୍କର ବିବାହାର ବୟସ ସୀମା ୧୮, ପାକିସ୍ତାନରେ ୧୬, ଚୀନରେ ୨୦, ଆମେରିକାରେ ୧୮, ବ୍ରାଜିଲରେ ୧୮, ଭୂଟାନରେ ୧୮, ନିୟୁଜଲ୍ୟାଣ୍ଡରେ ୧୮, ଶ୍ରୀଲଙ୍କାରେ ୧୮, ବାଙ୍ଗଲାଦେଶରେ ୧୮, ନେପାଳରେ ୨୦, ଋଷିଆରେ ୧୮, ଜାପାନରେ ୧୬, ବ୍ରିଟେନରେ ୧୮, କାନାଡାରେ ୧୬ ସାଉଥଆଫ୍ରିକାରେ ୧୫, ସେହିଭଳି ଭାବେ ଭୋପାଲରେ ୧୮ ରୁ ୨୧ ବର୍ଷ ମଧ୍ୟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର