Masthead

କେନ୍ଦ୍ରାପଡ଼ାରେ ହେବ ମିତ୍ତଲର ଷ୍ଟିଲ ପ୍ଲାଣ୍ଟ

କେନ୍ଦ୍ରାପଡା(ବଡ ଖବର ବ୍ୟୁରୋ): କେନ୍ଦ୍ରାପଡାବାସୀଙ୍କ ପାଇଁ ଏକ ବଡ ଖୁସିର ଖବର। କେନ୍ଦ୍ରାପଡାରେ ହେବାକୁ ଯାଉଛି ବୃହତ ଷ୍ଟିଲ୍ ପ୍ଲାଣ୍ଟ ଯାହାକି ବିକାଶପଥରେ ଆଉ ପାଦେ ଆଗେଇବା ସୁଯୋଗ ପାଇଛି କେନ୍ଦ୍ରାପଡା ।

କେନ୍ଦ୍ରାପଡାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲୋ ଆର ମିତ୍ତଲ । ଆଜି ଓଡିଶା ସରକାର ଓ ଆର୍ସେଲୋ ଆର ମିତ୍ତଲ କମ୍ପାନି ମଧ୍ୟରେ ଏମଓୟୁ ସ୍ୱାକ୍ଷାରିତ ହୋଇଛି । ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଅନୁସାରେ କେନ୍ଦ୍ରାପଡାରେ ବାର୍ଷିକ ୧୨ ମିଲିୟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏକ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବ ଆର୍ସେଲୋ ଆର ମିତ୍ତଲ ନିପନ ଷ୍ଟିଲ୍ । ଏଥିପାଇଁ ୫୦ ହଜାର କୋଟି ଟଙ୍କା ନିବେଶ କରାଯିବ । ଏହି ଏମଓୟୁ ସ୍ୱାକ୍ଷର ବେଳେ ଆଜି ଲୋକସଭାରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲୋ ଆର ମିତ୍ତଲର ଶ୍ରୀ ଏଲଏନ ମିତ୍ତଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼