Masthead

ଡ୍ରଗ୍ସ ଖୋଲିଲା ରିଆଙ୍କ କଳା ସାମ୍ରାଜ୍ୟ ।

ମୁମ୍ବାଇ(୦୯

/୦୯):ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁର ୧୨ ସପ୍ତାହ ପରେ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ତେବେ ରିୟାଙ୍କ ପାଇଁ ସବୁଠାରୁ ସମସ୍ୟା ହୋଇଛି ତାଙ୍କର ହ୍ବାଟ୍ସଅପ୍ ଚାଟିଂ । ଏହି ଚାଟିଂକୁ ଏନସିବି ଖୋଲିବା ସହ ଡ଼୍ରଗ୍ସ ମାମଲାରେ ରିୟାଙ୍କ ସମ୍ପୃକ୍ତି ଜାଣି ପାରିଛି । କେବଳ ସେତିକି ନୁହେଁ ବଲିଉଡ଼ର ପ୍ରାୟ ଦୁଇ ଡ଼ଜନରୁ ଅଧିକ କଳାକାର ଡ଼୍ରଗ୍ସ ମାମଲାରେ ଜଡ଼ିତ ଥିବା ଏନସିବି ହାତରେ ତଥ୍ୟ ଲାଗିଛି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସସକୁ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। କ୍ରମାଗତ ତୃତୀୟ ଦିନ ପାଇଁ ଏନସିବି ଅଭିନେତ୍ରୀଙ୍କୁ ପଚରାଉଚରା କରିଥିଲା। ଏହା ପରେ ରିୟାଙ୍କୁ ଗିରଫ କରାଯାଇଥିଲା। ରିୟା ଗିରଫ ହେବା ପରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତି ତାଙ୍କ ପ୍ରତିକ୍ରିୟା ଇନଷ୍ଟାଗ୍ରାମରେ ଏକ ନ୍ୟୁଜ୍ ସ୍କ୍ରିନସଟ୍ ପୋଷ୍ଟ କରିଛନ୍ତି । ସେ ଦୁଇ ହାତକୁ ଯୋଡ଼ୁଥିବା ଏକ ଇମେଜ୍ ସେୟାର କରି ଲେଖିଥିଲେ- ଭଗବାନ ଆମ ସହିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା