Before Header

ASO ମେରିଟ୍ ଲିଷ୍ଟ ଖାରଜ

0 28

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହାଇକୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲା । ଓପିଏସସିର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ । ୨ ମାସ ମଧ୍ୟରେ ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୭୯୬ ଏଏସଓ ପଦବୀ ପାଇଁ ଗତ ଅଗଷ୍ଟରେ ହୋଇଥିଲା ପରୀକ୍ଷା ।

Leave A Reply

Your email address will not be published.