Masthead

ରାଜ୍ୟରେ ଧାନ କିଣାକୁ ନେଇ ହେଉଛି ଅନିୟମିତତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧାନକିଣାରେ ହୋଇଛି ବ୍ୟାପକ ଦୁର୍ନୀତି । ଯାହାକୁ ନେଇ ଷ୍ଟାଣ୍ଡିଂ କମିଟି ଦେଇଛି ବିସ୍ଫୋରକ ତଥ୍ୟ । ଧାନ କିଣା କ୍ଷେତ୍ରରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସଠିକ ଭାବେ କରାଯାଉନି ପାଳନ । ଅନ୍ୟପଟେ ଧାନକିଣା ଦାୟିତ୍ୱରେ ଥିବା ଲୋକ ବ୍ୟାପକ ଦୁର୍ନୀତିରେ ରହିଛନ୍ତି ଲିପ୍ତ । ଧାନ କିଣା ଦୁର୍ନୀତିରେ ଅନେକ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି । ମାତ୍ର ଏହି ନିଲମ୍ବନ ଆଦେଶ ଏକ ଦଣ୍ଡ ନୁହେଁ ।

ବରଂ ସେମାନଙ୍କ ବିରୋଧରେ ଫୌଜଧାରୀ ମାମଲା ରୁଜୁ କରିବା କଥା । ଯଦି ପଞ୍ଜିକରଣରେ କେଳେଙ୍କାରୀ ହେଉଛି ତେବେ କିଭଳି ଧାନକିଣା ସ୍ୱଚ୍ଛ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁମାନେ ଏଭଳି ଦୁର୍ନୀତି ଗ୍ରସ୍ଥଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନେବା ଦରକାର ବୋଲି କମିଟି କହିଛି । ସେପଟେ ଧାନକିଣା ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ