ସତ୍ୟପାଲଙ୍କୁ ପୋଲିସ ଷ୍ଟେସନ ଡକାଯାଇନାହିଁ କି ଗିରଫ କରାଯାଇନାହିଁ: ପୋଲିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗିରଫ କରାଯାଇନାହିଁ । ଗିରଫ କରାଯିବା ପ୍ରସଙ୍ଗକୁ ନେଇ ସ୍ପଷ୍ଟିକରଣ ରଖିଛି ଦିଲ୍ଲୀ ପୋଲିସ । ପୋଲିସ କହିଛି ତାଙ୍କୁ ପୋଲିସ ଷ୍ଟେସନ ଡକାଯାଇ ନାହିଁ କି ଅଟକ ରଖା ଯାଇନାହିଁ । ଦିଲ୍ଲୀ ପୋଲିସ ଡିସିପି କହିଛନ୍ତି, ସତ୍ୟପାଲ ମଲିକଙ୍କ ପୁଅ ଓ ଝିଅ ଆର.କେ ପୁରାମ ଅଞ୍ଚଳରେ ରୁହନ୍ତି।

ସତ୍ୟପାଲ ମଲିକ ଜନତାଙ୍କ ସହ ସେଣ୍ଟ୍ରାଲ ପାର୍କ, ସେକ୍ଟର -୧୨, ଆର.କେ ପୁରାମରେ ବୈଠକ କରିଥିଲେ । ପାର୍କରେ ଇଭେଣ୍ଟ ପାଇଁ ଅନୁମତି ନିଆଯାଇନଥିଲା। ପାର୍କରେ ବୈଠକ କରିବାକୁ ସେମାନଙ୍କର ଅନୁମତି ନଥିଲା । ପୋଲିସ ତାଙ୍କୁ ସର୍ବସାଧାରଣ ସ୍ଥାନରେ ବୈଠକ ଅନୁମତି ଦିଆଯାଇଛି କି ବୋଲି ପଚାରିବାରୁ ସେ ନା କହିଥିଲେ । ଏହା ପରେ ସତ୍ୟପାଲ ମଲିକ ତାଙ୍କ କାରରେ ପୋଲିସ ଷ୍ଟେସନକୁ ଆସିଥିଲେ। ପୋଲିସ ସେମାନଙ୍କୁ ଡାକି ନଥିଲା କିମ୍ବା ଗିରଫ କରିନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ