Masthead

କିଭଳି ସେଲିବ୍ରେଟିମାନେ ପାଳିଳେ ହୋଲି ଦେଖନ୍ତୁ…

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, କରୀନା କପୁର ଖାନଙ୍କ ସମେତ ବଲିଉଡର ଅନେକ ସେଲିବ୍ରେଟି ହୋଲିକୁ ସମ୍ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରିଥିଲେ।

ପୁଣିଥରେ ମା’ ହୋଇଥିବା କରୀନା କପୁର ତାଙ୍କ ପୁଅ ତାଇମୁର ଅଲ୍ଲୀ ଖାନଙ୍କ ସହ ଏକ ଆକର୍ଷଣୀୟ ଚିତ୍ର ପୋଷ୍ଟ କରିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା।

ଶିଳ୍ପା ସେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ଦୁଇ ପିଲାଙ୍କ ସହ ମିଶି ରଙ୍ଗର ପର୍ବ ହୋଲି ପାଳନ କରିଥିଲେ ।

ବଲିଉଡ ଚଳଚ୍ଚିତ୍ର ନିର୍ମାତା କରନ ଜୋହର ନିଜ ଝିଅ-ପୁଅ ୟଶ ଏବଂ ରୋହିଙ୍କ ସହ ସୋସିଆଲ ମିଡିଆରେ ଏକ ସେଲଫି ସେୟାର କରିଛନ୍ତି । କରନ ଜୋହର ତାଙ୍କ ଦୁଇ ପିଲାଙ୍କ ସହ ତାଙ୍କ ମା’ଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଅକ୍ଷୟ କୁମାର ତାଙ୍କ ଝିଅ ନିତାର ଏକ ଆକର୍ଷଣୀୟ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଯେଉଁମାନେ ଆପଣଙ୍କ ଅଂଶ ଅଟନ୍ତି ସେମାନଙ୍କ ସହ ଉତ୍ସବ ପାଲନ କରିବାଠାରୁ ବଡ଼ ଆନନ୍ଦ ଆଉ କିଛିନାହିଁ ।

ପ୍ରିୟଙ୍କା ଚୋପ୍ରା, ତାଙ୍କ ସ୍ୱାମୀ ନିକ ଜୋନାସ୍, ଶାଶୂ ଡେନିସ୍  ଜୋନାସ୍ ଏବଂ ଶ୍ୱଶୁର ପଲ୍ କେଭିନ୍ଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଖୁବ ଭଇରାଲ ହୋଇଛି ।

ଅଙ୍ଗଦ ବେଦୀ ତାଙ୍କ ଝିଅ ମେହେର ଏବଂ ପତ୍ନୀ ନେହା ଧୁପିଆଙ୍କ ସହ ହୋଲି ପାଳନ କରିଥିଲେ। ଯାହାରକୁ ଏକ ଫଟୋ ସେ ସୋସିଆଲ ମିଡିଆରେ ଫୋଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ