ଡ୍ରପ୍ ଆଉଟରେ ନବରଙ୍ଗପୁର ନମ୍ବର ୱାନ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର କମିବାରେ ଲାଗିଛି । ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କଥା ଅନୁସାରେ ରାଜ୍ୟରେ ଡ୍ରପ୍ ଆଉଟ୍ ହାର କମିଛି । ୨୦୧୮-୨୦୧୯ରେ ଡ୍ରପ୍ ଆଉଟ୍ ହାର ଥିଲା ୬.୯୩ ପ୍ରତିଶତ ।

ବର୍ତ୍ତମାନ ରହିଛି ୪.୭୫ ପ୍ରତିଶତ । ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ପିଲା ଅଧାରୁ ପାଠ ଛାଡିଛନ୍ତି । ଏହି ଜିଲ୍ଲା ଡ୍ରପ୍ ଆଉଟ୍ ସର୍ବାଧିକ । ଗତବର୍ଷ ଏହି ଜିଲ୍ଲାରେ ଡ୍ରପ୍ ଆଉଟ୍ ୧୧.୨୧ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ରହିଛି ୧୩.୩୫ ପ୍ରତିଶତ । ଦ୍ୱିତୀୟରେ ରହିଛି ମାଲକାନଗିରି । ଏହି ଜିଲ୍ଲାର ଡ୍ରପ୍ ଆଉଟ୍ ରହିଛି ୧୩ ପ୍ରତିଶତ । ତୃତୀୟରେ ଗଜପତି ଜିଲ୍ଲା । ଏହି ଜିଲ୍ଳାର ଡ୍ରପ୍ ଆଉଟ୍ ହାର ୯.୩୮ ପ୍ରତିଶତ । ଗତବର୍ଷ ଥିଲା ୫.୯୧ ପ୍ରତିଶତ । ଏହାପରେ ରହିଛି କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, ନୂଆପଡା ଓ ସୁନ୍ଦରଗଡ଼ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ