Masthead

ନାବାଳକ କୁ ତଂଟି ରେ ଦୌଡି ବାନ୍ଧି ମାରି ଦଳଗଡିଆ କୁ ଫିଙ୍ଗିଲେ ଦୁର୍ବୃତ ।

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ନୂଆପୁର ଗ୍ରାମ ଧଇଁଆସାହି ରେ ଏକ ପରିତ୍ୟକ୍ତ ଦଲଗଢିଆରୁ ଜଣେ ସାତବର୍ଷ ନାବାଳକ ମୃତ ଶରୀରକୁ ଗ୍ରାମବାସୀ ମାନେ ଉଦ୍ଧାର କରିଛନ୍ତି।
ସୂଚନାରୁ ଜଣାଯାଏ ଯେ ଗତକିଛି ବର୍ଷ ହେଲା ରମାକାନ୍ତ ମଳିକଙ୍କ ଝିଅ କୁ ଉତ୍ତରପ୍ରଦେଶ ରେ ବାହା ଦେଇଥିଲେ।ପରେ ତା ସ୍ବାମୀ ଛାଡି ଚାଲିଯିବା ପରେ ଦୁଇଟି ପିଲାକୁ ଧରି ଝିଅ ତା ବାପା ଙ୍କ ପାଖରେ ରହୁଥିଲା।ଗତକାଲି ସନ୍ଧ୍ୟା ଠାରୁ ନାବାଳକ ହିମାଂଶୁ ବଥମ(୭ବର୍ଷ)ନିଖୋଜ ହୋଇଯାଇଥିଲେ।ବହୁ ଖୋଜାଖୋଜି ପରେ ଗ୍ରାମବାସୀ ମାନେ ନାବାଳ ହିମାଂଶୁ ର ପିନ୍ଧିଥିବା ପ୍ୟାଣ୍ଟ କୁ ୫୦୦ମିଟର ଦୂରତା ରେ ଦେଖିବାକୁ ପାଇଥିଲେ।ଆଜି ସକାଳେ ଗ୍ରାମବାସୀ ମାନେ ବହୁ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ ଦଳ ଗଢିଆରୁ ହିମାଂଶୁ ବେକକୁ ଏକ ନାଇଲେନ ଦୌଡିରେ ବାନ୍ଧି କେଉଁ ଦୁର୍ବୃତ୍ତ ମାରି ଫିଙ୍ଗିଦେଇଥିବା ଜଣା ପଡ଼ିଛି ।ଘଟଣା ସ୍ଥଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା