Masthead

୭ ବର୍ଷର ଶିଶୁକୁ ହତ୍ଯା କରିଥିବା ଅଭିଯୁକ୍ତ ଗିରଫ।

ହତ୍ଯା ବର୍ଣ୍ଣନା କଲା ଅଭିଯୁକ୍ତ। ଅନ୍ଧ ବିଶ୍ବାସର କରୁଣ ପରିଣତି ।

ଖନ୍ତାପଡା : ୭ ବର୍ଷର ଶିଶୁକୁ ହତ୍ଯା କରିଥିବା ଅଭିଯୁକ୍ତ ଗିରଫ। ହତ୍ଯା ବର୍ଣ୍ଣନା କଲା ଅଭିଯୁକ୍ତ। ୭ ଦିନ ପରେ ଅଭିଯୁକ୍ତ ଗିରଫ। ଅନ୍ଧ ବିଶ୍ବାସ ର କରୁଣ ପରିଣତ। ଠାକୁରଙ୍କ ସ୍ବପ୍ନାଦେଶ ପାଇ ନାବଳକକୁ ହତ୍ଯା କରିଥିଲା ଅଭିଯୁକ୍ତ। ଅଭିଯୁକ୍ତ ଠାରୁ ପ୍ରକାଶ ନାବାଳକକୁ ହତ୍ଯା କଲେ ତା ବୋହୂର ପିଲା ହେବ ପ୍ରକାଶ କରିଛି। ଗତ ୧୪ ତାରିଖର ଘଟଣା ବେକରେ ଦଉଡି ବାନ୍ଧା ୭ ବର୍ଷ ଶିଶୁକୁ ପୋଖରୀରେରୁ ଜଣେ ନାବାଳକକୁ ଉଦ୍ଧାର ହୋଇଥିଲା।
ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧିନ ଗୋପାଳପୁର ଫାଣ୍ଡି ନୂଆପୁର ଧଇଁଆ ସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇଯାଇଥିଲା । ଗାଁ ଲୋକେ ଖୋଜାଖୋଜି କରି ହିମାଂଶୁକୁ ନପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲା। ସକାଳୁ ହିମାଂଶୁର ମା କାର୍ଯ୍ୟକରୁଥିବା ଚିଙ୍ଗୁଡ଼ି ଫ୍ଯାଟ୍ରେରୀରୁ ଫେରି ଗାଁ ଲୋକଙ୍କ ସହ ମିଶି ହିମାଂଶୁକୁ ଖୋଜୁଥିବାବେଳେ ଘର ଠାରୁ ୩୦୦ ମିଟର ଦୂର ପୋଖରୀରୁ ହିମାଂଶୁର ଶବ ଉଦ୍ଧାର କରାଯାଇଥିଲା। ହିମାଂଶୁର ଶବ ଉଦ୍ଧାର ପରେ ତା ବେକରେ ଏକ ପ୍ଲାଷ୍ଟିକ ଦୌଡି ଯୋର କରି ବନ୍ଧା ଯାଇଥିବାର ଦେଖାଯାଇଥିଲା । ମୁତାବକ ହିମାଂଶୁର ଘର ଠାରୁ ୫୦୦ ମିଟର ଦୂର ମଶାଣି ଠାରେ ହିମାଂଶୁର ରକ୍ତଭିଜା ପ୍ୟାଣ୍ଟ କୁ ଗାଁ ଲୋକେ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ। ହିମାଂଶୁର ମା ଟିକିଲି ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସେହି ଗୋପାଳପୁର ଫାଣ୍ଡି ନୂଆଗାଁରେ ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକକୁ ପୁଲିସ ଗିରଫ କରିବା ପରେ ନାବାଳକକୁ ହତ୍ଯା କରିଥିବା ସ୍ବିକାର କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ