Before Header

ଫେଲ ମାରିଲା ମାଓବାଦୀଙ୍କ ଆକ୍ରମଣ ଯୋଜନା।

0 13

ମାଲକାନଗିରି:
ପୁଣି ଫେଲ ମାରିଲା ମାଓବାଦୀଙ୍କ ଆକ୍ରମଣ ଯୋଜନା । ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ଭଦ୍ରାଦ୍ରୀ ଜିଲ୍ଲା ଚେରଲା ଥାନା ଅନ୍ତର୍ଗତ କାଲିବେରୁ ରାସ୍ତାରେ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରି ତିନୋଟି ଲେଣ୍ଡମାଇନ ଲଗାଇ ଥିବା ବେଳେ ଏହାକୁ ଠାବ କରିଛନ୍ତି ସିଆରପିଏଫ ଜବାନ । ରାସ୍ତାରେ ପେଟ୍ରୋଲିଂ ଚାଲିଥିବା ବେଳେ ଲେଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରାଯାଇଛି । ପରେ ବିସ୍ଫୋରଣ କରି ତିନୋଟି ଲେଣ୍ଡମାଇନ କୁ ନଷ୍ଟ କରିଦେଇଛନ୍ତି ସିଆରପିଏଫର ଜବାନ । ଚିତ୍ର ହିଁ ବୟାନ କରୁଛି ଯେ ଏକ ବଡ ଧରଣର ହିଂସା କାଣ୍ଡରୁ ବର୍ତ୍ତି ଯାଇଛନ୍ତି ଜବାନ ।

Leave A Reply

Your email address will not be published.