ପୁଣି ଟ୍ରୋଲ ହେଲେ କଙ୍ଗନା ରାଣାୱତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଶୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା । ସେ ନିଜ ଟ୍ୱିଟର ପେଜରେ କରୋନାରେ ଲୋକଙ୍କ ମୃତ୍ୟୁକୁ ନେଇ କିଛି ତଥ୍ୟ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପରିସ୍ଥିିତିରେ ସାରା ମାନବ ସମାଜ କରୋନାର ଭୟାନକ ପରିସ୍ଥିତିକୁ ସମ୍ନା କରୁଛି । ମାନବ ନିର୍ମିତ ଏ ଭାଇରସ ଦ୍ୱାରା ସାରା ବିଶ୍ୱ ଆଜି କବଳିତ, ହେଲେ ଏଇ କରେନାକୁ ଅନ୍ୟର ଅର୍ଥନୀତିରେ ପ୍ରଭାବ ପକାଇବାକୁ ବ୍ୟବହାର ମଧ୍ୟ କରାଯାଉଛି ।

କରୋନା ଭାଇରସ ମଣିଷକୁ ମାରୁଛି ସତ କିନ୍ତୁ ପୃଥିବୀର ଆଉ କିଛି ଭଲ ମଧ୍ୟ କରୁଛି । ଖାଲି ସେତିକି ନୁହେଁ ପୃଥିବୀର ଦେଖାସୁଣା ପାଇଁ ସେ କହିଛନ୍ତି; ଗଛଲଗାଇବା, ପ୍ରଜନନ ହାର ନିୟନ୍ତ୍ରଣ କରିବା, ପ୍ଲାଷ୍ଟିକ ବ୍ୟବହାର ନକରିବା, ଖାଦ୍ୟ ପଦାର୍ଥ ନଷ୍ଟ ନକରିବାକୁ ମଧ୍ୟ ସେ କହିଛନ୍ତି । କିନ୍ତୁ କଙ୍ଗନାଙ୍କ ଏହି କଥା କିଛି ଲୋକଙ୍କୁ ପସନ୍ଦ ଆସିନଥିଲା । ଯେଉଁଥିପାଇଁ ସେ ୟୁଜରର୍ଶଙ୍କ ଦ୍ୱାରା ଟ୍ରୋଲ ଶୀକାର ହୋଇଛନ୍ତି ।

ଏନେଇ ପ୍ରତିଉତ୍ତରରେ ଜଣେ ୟୁଜର କହିଛନ୍ତି – ମ୍ୟାମ ଟିକେ ଦିମାଗ ଲଗାନ୍ତୁ । ଭାଇରସ କାରଣରୁ ଲୋକେ ମରୁଛନ୍ତି । ଲୋକଙ୍କ ଜୀବନ ଜରୁରୀ ଅଟେ । ସେହିପରି ଆଉ ଜଣେ ୟୁଜର କହିଛନ୍ତି – ଲୋକେ ବେଡ-ଅକ୍ସିଜେନ୍ ଓ ଇନଜେକ୍ସନ୍ ପାଇଁ ଭିକ ମାଗୁଛନ୍ତି । ତେବେ ଏହି ପୃଥିବୀ କିଭଳି ଭାବେ ଆରୋଗ୍ୟ ଲାଭ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ