Masthead

MKCG ଡାକ୍ତରଖାନାରେ ବିରଳ ଶିଶୁ କନ୍ୟାର ଜନ୍ମ

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ବ୍ରହ୍ମପୁର MKCG ଡାକ୍ତରଖାନାରେ ଜଣେ ଅଜବ ଶିଶୁ କନ୍ୟାର ଜନ୍ମ ହୋଇଛି। ଏଭଳି ଶିଶୁ ଜନ୍ମ ନେବା ବିରଳ । ବୁଧବାର ୨ଟା ୪୦ମିନିଟରେ MKCG ମେଡିକାଲରେ ଏଭଳି ବିରଳ ଶିଶୁ ଜନ୍ମ ଗ୍ରହଣ କରିଛି । ଡାକ୍ତରମାନଙ୍କ କହିବା କଥା, ପ୍ରତି ୧୦ ଲକ୍ଷ୍ୟରେ ଏଭଳି ଜଣେ ଶିଶୁ ଜନ୍ମ ହୋଇଥାନ୍ତି ।

ତେଣୁ ଏମାନଙ୍କ ବଞ୍ଚିବା ଅନେକ ମାତ୍ରାରେ କମ । ଅତି ବେଶୀରେ ଗୋଟିଏ କିମ୍ବା ଦୁଇ ଦିନ ବଞ୍ଚନ୍ତି । ବର୍ତ୍ତମାନ ଶିଶୁର ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡିଛି। ଶିଶୁଟି ପାଟକୁରା ଅଞ୍ଚଳର ଜଣେ ମହିଳାଙ୍କର ବୋଲି ଜଣାପଡିଛି । ଏହିଭଳି ଜନ୍ମିତ ଶିଶୁକୁ ମେଡିକାଲ ଶବ୍ଦରେ ହାର୍ଲିକୁଇନ୍ ଇକଥୋଷିସ ବୋଲି କୁହା ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼