ଭାରତରେ କ୍ରାଓଜେନିକ ଅକ୍ସିଜେନ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ସିଙ୍ଗାପୁରରୁ ଆସିଲା କ୍ରାଓଜେନିକ୍ ଅକ୍ସିଜେନ୍ ଟ୍ୟାଙ୍କ । ଦେଶରେ ଅକ୍ସିଜେନ୍ ଉତ୍ପାଦରେ ହେଉଥିବା ସମସ୍ୟା ଦୂର କରିବାରେ ଏହା ସହାୟକ ହେବ । ଅକ୍ସିଜେନ୍ ଅଭାବରୁ ବିଭିନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁ ହେଉଥିବାରୁ କେନ୍ଦ୍ର ସରକାର ନିନ୍ଦିତ ହେଉଛନ୍ତି । ବିଦେଶରେ ଭାରତର ଛବି ମଳିନ ପଡୁଛି ।

ବାଧ୍ୟ ହୋଇ କେନ୍ଦ୍ର ସରକାର ବାହାର ରାଷ୍ଟ୍ର ଉପରେ ନିର୍ଭର କରୁଛନ୍ତି । ଦେଶରେ ଅକ୍ସିଜେନ୍ ଉତ୍ପାଦନରେ ହେଉଥିବା ସମସ୍ୟା ଦୂର ପାଇଁ ସହଯୋଗର ହାତ ବଢାଇଛି ସିଙ୍ଗାପୁର । ୪ଟି କ୍ରାଓଜନିକ୍ ଅକ୍ସିଜେନ୍ ଟ୍ୟାଙ୍କ ସିଙ୍ଗାପୁରର ହିଣ୍ଡନ୍ ଏୟାରବେଶରୁ ଭାରତ ଅଭିମୁଖେ ଉଡାଣ ଭରିଛି । ଏକ ସ୍ୱତନ୍ତ୍ର ବିମାନରେ ଏହି ୪ଟି ଟ୍ୟାଙ୍କର ଭାରତର ପାଟଣାଗଡ଼ ଏୟାର ବେଶରେ ଅବତରଣ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ