Masthead

ଭାଇଜାନଙ୍କ “ବିଙ୍ଗ ହଙ୍ଗ୍ରି” ଅଭିଯାନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦେଶରେ ହୁ ହୁ ହୋଇ ମାଡି ଚାଲିଛି କରୋନା । ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନା ସ୍ଥିତି । ସେପଟେ ଦେଶରେ କୋଭିଡ ମୁକାବିଲା କ୍ଷେତ୍ରରେ ଅକ୍ସିଜେନର ଅଭାବ ଦେଖା ଦେଇଛି । ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା । ତେବେ ଏମାନଙ୍କ ପାଇଁ ଏବେ ଆଗକୁ ଆସିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସେ ଏହି ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ‘ବିଙ୍ଗ ହଙ୍ଗ୍ରି’ ଅଭିଯାନ ମାଧ୍ୟମରେ ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରୁଛନ୍ତି।

‘ବିଙ୍ଗ ହଙ୍ଗ୍ରି’ ଅଭିଯାନ ମାଧ୍ୟମରେ ଫୁଡ୍ ଭ୍ୟାନ୍‌ଗୁଡିକ ମୁମ୍ବାଇର ରାସ୍ତାରେ ବୁଲୁଛି। କୋଭିଡ ଯୋଦ୍ଧାଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରୁଛି ଏହି ଭ୍ୟାନ୍‌। ଏପରିକି ସଲମାନ ଖାନ୍‌ ନିଜେ ଆସି ତଦାରଖ ମଧ୍ୟ କରିଛନ୍ତି। ରବିବାର ଦିନ ବାନ୍ଦ୍ରା ସ୍ଥିତ ରେସ୍ତୋରାଁରେ ପହଁଚି ସଲମାନ ଖାନ୍ ଆଗକୁ ଆସି ନିଜେ ଫ୍ରଣ୍ଟଲାଇନ୍‌ ୱର୍କରମାନଙ୍କ ପାଇଁ ୫ ହଜାର ଖାଦ୍ୟ ପ୍ୟାକେଟ ପାର୍ସେଲ ପଠାଇଛନ୍ତି। ଏନେଇ ତଙ୍କ ଯୁବ ସେନାର ଜଣେ ସଦସ୍ୟ ରାହୁଲ କନଲ ସଲମାନଙ୍କ ଏକ ଫଟୋ ଟୁଇଟ୍ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ