ଭାରତୀୟ ବିମାନ ଉପରେ ନିଷେଦ୍ଧାଦେଶ ବଢ଼ାଇଲା କାନାଡ଼ା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ଭାରତ ଓ ପାକିସ୍ତାନରୁ କାନାଡ଼ାକୁ ଯାଉଥିବା ଯାତ୍ରୀବାହୀ ବିମାନ ଗୁଡ଼ିକ ଉପରେ ଲାଗିଥିବା କଟକଣାକୁ ବୃଦ୍ଧି କରିଛନ୍ତି କାନାଡ଼ା ସରକାର । ଭାରତ ଓ ପାକିସ୍ତାନରୁ କାନାଡ଼ାକୁ ଯାଉଥିବା ବିମାନ ଗୁଡ଼ିକର ନିଷେଦ୍ଧାଜ୍ଞାକୁ ଜୁନ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଶୁକ୍ରବାର କାନାଡ଼ାର ପରିବହନ ମନ୍ତ୍ରୀ ଓମାର ଅଲଘାବ୍ରା ସୂଚନା ଦେଇଛନ୍ତି

ଭାରତରେ କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଇବା କାରଣରୁ ଏପ୍ରିଲ ୨୨ ତାରିଖରେ ପ୍ରଥମେ ଓଟାୱା ଭାରତୀୟ ବିମାନ ଉପରେ ନିଷେଦ୍ଧାଦେଶ ଜାରି କରିଥିଲା । ଭାରତରେ ବଢ଼ୁଥିବା କରୋନାର ପରିସ୍ଥିତିକୁ ଦେଖି କାନାଡ଼ାବାସୀଙ୍କୁ ଏଥିରୁ ସୁରକ୍ଷିତ ରଖିବା ଲାଗି ଏପରି ନିଷ୍ପତ୍ତି ନେଇଥିବା କାନାଡ଼ା ସରକାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ