Masthead

ବେଆଇନ୍ ମୋହରମ୍ ଚାଲାଣ,ତିନି ହାଇଓ୍ବା ଜବତ

ଟାଙ୍ଗୀ-ଚୌଦ୍ୱାର
କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଞ୍ଚପଦା ପଞ୍ଚାୟତ ମଣିଆ ଠାରୁ ବେଆଇନ ଭାବେ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର ମାଟି ଓ ମୋହରମ ଖୋଳୁଥିବାବେଳେ ଆଜି ଅତିରିକ୍ତ ତହସିଲଦାର ପ୍ରସନ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ଜିଲ୍ଲା ପ୍ରବର୍ତ୍ତନ ବାହିନୀ ପକ୍ଷରୁ ଚଢାଉ କରାଯାଇ OD 15Q 2637 , OD 18F 3516 ଦୁଇଟି ହାଇଓ୍ବା ଜବତ କରିବା ସହିତ ଏକ ନମ୍ବର ବିହିନ ହାଇଓ୍ବା ଜବତ କରି ତିନିଜଣ ଡ୍ରାଇଭର କୁ ମଧ୍ୟ ଅଟକ ରଖିଛନ୍ତି,ଏହି ଗାଡି ଗୁଡିକ ଜବତ କରି ଟାଙ୍ଗୀ ଥାନା ଅଧିକାରୀ ଙ୍କ ଜିମା ଦେଇଛନ୍ତି ଅତିରିକ୍ତ ତହସିଲଦାର,ଗାଡି ଗୁଡିକ ର କୌଣସି କାଗଜପତ୍ର ଠିକ୍ ନାହିଁ ବୋଲି ମଧ୍ୟ ଅତିରିକ୍ତ ତହସିଲଦାର ପ୍ରକାଶ କରିଛନ୍ତି ,ଦିର୍ଘ ଦିନହେବ ଏହି ଠିକାଦାର କିଛି ଅସାମାଜିକ ବ୍ଯକ୍ତିଙ୍କୁ ହାତରେ ରଖି ଗୋଚର ଓ ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଓ ମୋହରମ ଖୋଳି ରେଲୁଏ କାମରେ ଲଗାଉ ଥିବାର ଜଣାପଡିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା