ମଙ୍ଗଳରେ ଚାଲିଲା ରୋଭର ‘ଜୁରୋଙ୍ଗ’

(ବଡ଼ ଖବର ବ୍ୟୁରୋ):ଚୀନର ମହାକାଶ ଯାନ ମଙ୍ଗଳ ପୃଷ୍ଠାରେ ସଫଳତାର ସହ ଶନିବାର ଅବତରଣ କରିଛି ଜୁରୋଙ୍ଗ । ଶନିବାର ବେଜିଙ୍ଗ ସମୟ ୧୦ଟା ୪୦ରେ ମଙ୍ଗଳରେ ଅବତରଣ କରିଛି ଏହି ରୋଭର । ରିମୋଟ୍‌ ନି‌ୟନ୍ତ୍ରିତ ମୋଟୋର୍‌ ଚାଳିତ ରୋଭର୍‌ଟି ‘ଲ୍ୟାଣ୍ଡିଙ୍ଗ୍‌ କ୍ୟାପ୍‌ସୁଲ’ର ଶିଡ଼ିଦ୍ବାରା ଓହ୍ଲାଇ ମଙ୍ଗଳ ଗ୍ରହ ପୃଷ୍ଠରେ ଚାଲିବା ପରେ ଚୀନର ପ୍ରଥମ ଅଭିଯାନ ସଫଳ ହୋଇଛି।

ଏଥିସହ, ଯୁକ୍ତରାଷ୍ଟ୍ର ଆମେରିକା ପରେ ମଙ୍ଗଳ ଗ୍ରହରେ ଭୂପୃଷ୍ଠ ଯାନ ମୁତୟନକାରୀ ଦ୍ବିତୀୟ ଦେଶ ଭାବେ ଚୀନ୍‌ ପରିଗଣିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ