ଜୁଆଆଡ୍ଡାରେ ପୋଲିସ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): କ୍ଷେତରାଜପୁର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚାଲିଥିଲା ଜୁଆଆଡ୍ଡା । ପୋଲିସ ସେଠାରେ ଚଢ଼ଉ କରି ୯ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୧୨୦ ଟଙ୍କା ଓ ୫୨ଟି ତାସ ଜବତ ହୋଇଛି ।

ସହରର କ୍ଷେତରାଜପୁର ଥାନା ବଙ୍ଗାଳିପଡାଠାରେ ଚାଲିଥିଲା ଜୁଆଆଡ୍ଡା । ବିଶ୍ୱସ୍ତ ସୁତ୍ରରୁ ପୋଲିସ ଖବର ପାଇ ଜୁଆଆଡ୍ଡାରେ ଚଢ଼ଉ କରିଥିଲା। ପୋଲିସ ଏକ ମାମଲା ରୁଜୁ କରି ପଙ୍କପଡାର ପାପଲଲୁ ଦାଶ ଓରଫ ଛୋଟା ଡନ, ଚନ୍ଦନ ନଗରର ଆକାଶ ଦାଶ ଏବଂ ବଙ୍ଗାଲି ପଡାର ମଣ୍ଟୁ ଦାଶ ଙ୍କୁ ଗିରଫ କରିଛି। ସେହିଭଳି ଅନ୍ୟ ଏକ ମାମଲାରେ ପୋଲିସ ବଙ୍ଗାଳିପଡାରେ ଜୁଆଆଡ୍ଡାରେ ଚଢ଼ଉ କରି ୬ ଜଣ ଜୁଆଡିଙ୍କୁ ଧରିଛି। ଗିରଫ ଜୁଆଡିମାନେ ହେଲେ ବଙ୍ଗାଲିପଡାର ସୁଶାନ୍ତ କର୍ମକାର, ନିର୍ମଳ ଦତ୍ତ, କିଶୋର ଦାଶ, ରାଜେଶ ମାଝୀ, ନିତ୍ୟା ଚୌଧିରୀ ଓ ଗଣେଶ ଦାସ ବୋଲି ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!