Masthead

ଚୀନରେ ପ୍ରଥମ ମଣିଷ ଦେହରେ ଚିହ୍ନଟ ହେଲା ବାର୍ଡ଼ଫ୍ଲୁ

(ବଡ଼ ଖବର ବ୍ୟୁରୋ): କରୋନା ସମୟରେ ଆଉ ଏକ ଭାଇରସ ସାମ୍ନାକୁ ଆସିଛି । ଚୀନରେ ଜଣେ ବ୍ୟକ୍ତିଙ୍କ ପାଖରେ ଚିହ୍ନଟ ହୋଇଛି ପକ୍ଷୀମାନଙ୍କଠାରେ ଦେଖାଦେଉଥିବା ଭାଇରସ । ଚୀନ୍ରେ ପ୍ରଥମ ଥର ମଣିଷ ଦେହରେ ବାର୍ଡ ଫ୍ଲୁ । ୪୧ ବର୍ଷୀୟ ବ୍ୟକ୍ତିଙ୍କ ଠାରେ H10N3 ଷ୍ଟ୍ରେନ । ଚୀନ୍ ଜାତୀୟ ହେଲଥ କମିଶନ ଏନେଇ ସ୍ପଷ୍ଟ କରିଛି । ବ୍ୟକ୍ତି ଜଣକ ଝୋନଜିଙ୍ଗ ଅଞ୍ଚଳର ।

ଏପ୍ରିଲ ୨୮ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜ୍ୱର ଓ ଅନ୍ୟ ଲକ୍ଷଣ ଦେଖାଦେବା ପରେ ଡାକ୍ତରଖାନାରେ ଭର୍ତ୍ତି । ମେ’ ୨୮ରେ H10N3 ଷ୍ଟ୍ରେନ୍ ଥିବା ଜଣାପଡିଥିଲା । ଭାଇରସ୍ ସଂକ୍ରମଣର କାରଣ ଅସ୍ପଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ