Masthead

ବଡ଼ ଖବର ପାଇଁ…

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ବଢ଼ିବାରେ ଲାଗିଛି ବଡ଼ ଖବର ପ୍ରତି ଲୋକଙ୍କ ଭଲ ପାଇବା ଓ ବିଶ୍ୱାସ । ସେମାନଙ୍କ ଆଶା ଲୋକଙ୍କ ଚ୍ୟାନେଲରେ ସବୁ ସତର ହେବ ଖୁଲାସା । ସେଥିପାଇଁ ତ ଏତେ କମ ସମୟରେ ବଡ଼ ଖବର ୨୪ଘଣ୍ଟିଆ ସାଟେଲାଇଟ ଚ୍ୟାନେଲକୁ ଆପଣେଇ ନେଇଛନ୍ତି ଜନତା । ଆଉ ଖୁସିରେ ବଡ଼ ଖବର ପାଇଁ କବିତା ଲେଖି ଆମ ପାଖକୁ ପଠାଇଛନ୍ତି । ଜୟପୁରରୁ ଆମ ଦର୍ଶକ ନିଧୀଙ୍କ ଏହି କବିତାଟି ପଢ଼ନ୍ତୁ…

 

କାହାର ବଡ଼ ଖବର ,
ତୁମର ନୁହଁ ବଡ଼ ଖବର ,
ମୁ ଜାଣିନି କିନ୍ତୁ ମୋର ହୋଇପାରେ ବଡ଼ଖବର ,
ତୁମେ କଣ ଜାଣିଥିଲ ତୁମର ହେବ ବଡ଼ ଖବର ,
ମୁଁ ତୁ ଆମେ ସବୁର ହୋଇପାରେ ବଡ଼ ଖବର ,

ବଡ଼ ଖବର ବୋଲି ବହୁତ୍ ଆଶା
ବଡ଼ ଖବର ହେବ କେବେ
ବଡ଼ ଖବର ଅପେକ୍ଷାରେ ଆମେ

ବଡ଼ ଖବର ଆସିବ ବୋଲି ସବୁ ଜଗିଛନ୍ତି
ବଡ଼ ଖବର ରେ ଖୋଲିବ ସବୁ ଖୁଲାସା
ବଡ଼ ଖବର ଆସିବ କେବେ ଆମ ଅପେକ୍ଷା

ବଡ଼ ଖବର ମାନେ କଣ
ବଡ଼ ଖବର ର ଖୁଲାସା

ବଡ଼ ଖବର ଖୋଲିବ
ବଡ଼ ଖବର ଦୁସିବ
ବଡ଼ ଖବର ଲୋକଙ୍କର
ବଡ଼ ଖବର ତୁମର ତାଙ୍କର ମୋର

ଆପଣଙ୍କ ଏହି ଭଲପାଇବା ନେଇ ଆଗକୁ ବଢ଼ି ଚାଲିଛି ବଡ଼ ଖବର । ଆପଣଙ୍କ ଭଲପାଇବା ଓ ବିଶ୍ୱାସ ହିଁ ଆଗକୁ ବଢ଼ିବାକୁ ଆମକୁ ଅଧିକ ପ୍ରେରଣା ଯୋଗାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ