Masthead

ଫିକା ଫିକା ରଜ

ପୁରୀ (ବଡ଼ ଖବର ବ୍ୟୁରୋ): ଓଡିଶାର ଏକ ପ୍ରମୁଖ ପର୍ବ ରଜ | ବର୍ଷକେ ଥରେ ଖୁସିର ପସରା ମେଲି ରଜ ଆସିଛି | ଗାଁରୁ ସହର ସବୁଠି ଅପୂର୍ବ ଉତ୍ସାହ | କୁଆଁରୀ ମାନଙ୍କ ଖୁସି କହିଲେ ନ ସରେ | ପୋଡପିଠାର ମହ ମହ ବାସ୍ନା ସାଙ୍ଗକୁ ଜମୁଛି ଦୋଳି ଖେଳର ଆସର | ଗତକାଲି ପହିଲି ରଜ ଯାଇଛି |

ଆଜି ହେଉଛି ରଜ ସଂକ୍ରାନ୍ତି | ପଲ୍ଲୀ ମାଟିକୁ ମୁଖରିତ କରି ଆସିଛି ରଜ | ଆଜି ହେଉଛି ଦ୍ୱିତୀୟ ରଜ ବା ରଜସଂକ୍ରାନ୍ତି |  ଏଥିପାଇଁ ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ | ରଜ ପାଇଁ ଏ ବର୍ଷ ଦେଖିବାକୁ ମିଳିନାହିଁ ବିଭିନ୍ନ ଆୟୋଜନ | କରୋନା କଟକଣା ନିୟମ ମାନି କୁଆଁରୀ ମାନେ ନିଜ ଘରେ ପାଳନ କରୁଛନ୍ତି ରଜ |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ