Masthead

ହାତୀ ଆତଙ୍କ, ଫସଲ ନଷ୍ଚ କଲେ, ଘର ଭାଙ୍ଗିଲେ

ରାୟଗଡା (ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ରାଜୁଲୁଗୁଡା ଓ ଗଣ୍ଡାଗୁଡା ଗାଁ ଅଞ୍ଚଳରେ ଏକ ହାତୀ ପଲ ଆସି ଗାଁ ନିକରେ ଥିବା ୨ ଟି ଘର ଭାଙ୍ଗିଦେବା ସହ ସୋଲାର ପ୍ଲେଟ , ସପୁରୀ, କଦଳୀ ଓ ଆମ୍ବ ଗଛ ସବୁ ନଷ୍ଟ କରିଦେଇଛନ୍ତି | ନିକଟ ନିୟମଗିରୀ ପାହାଡରେ ସେହି ହାତୀ ପଲ ଥିବା ଜଣା ପଡିଛି ଓ ଏହି ହାତୀ ପଲରେ ୩ ଦନ୍ତା ହାତୀ ସହ ୧୩ ଟି ହାତୀ ଥିବା ଜଣାପଡିଛି | ଏଥିରୁ ଅଳ୍ପକେ ବଞ୍ଚିଯାଇଛନ୍ତି ସେହି ଅଞ୍ଚଳର ଯୋଶୋଦା ସାହୁ |

ସେ ତାଙ୍କ ଘରେ ଶୋଇ ଥିବା ବେଳେ ହାତୀ ପଲ ଆସି ତାଙ୍କ ଘର ଭାଙ୍ଗି ଦେବା ସହ ଘରର ଆସବାବ ପତ୍ର ନଷ୍ଟ କରିଦେଇଥିଲେ | ଖବର ପାଇ ମୁନିଗୁଡା ରେଞ୍ଜରଙ୍କ ନିର୍ଦ୍ଧେଶ କ୍ରମେ ବନ ବିଭାଗର ଅଧିକାରୀ ମାନେ ଗାଁରେ ପହଞ୍ଚି ଲୋକଙ୍କ ତଥ୍ୟ ସଂଗ୍ରହ କରିଥିବା ବେଳେ ସରକାରଙ୍କ ନିୟମ ଅନୁଯାଇ ସହାୟତା ଯୋଗାଇ ଦିଆଯିବବୋଲି କହିଛନ୍ତି ଫରେଷ୍ଚର ଓ ଏପଟେ ହାତୀ ପଲକୁ ଦେଖି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି |ୋ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା