ତୃତୀୟ ଲହରରେ ପ୍ରଭାବିତ ହେବେନି ଓଡିଶା ଶିଶୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତୃତୀୟ ଲହରରେ ପ୍ରଭାବିତ ହେବେନି ଓଡିଶା ଶିଶୁ । ଏମ୍ସ ସେରୋ ସର୍ଭେ ରିପୋର୍ଟ । ଶିଶୁଙ୍କଠାରେ ସଂକ୍ରମଣ ହାର କମ ରହିବ । କରୋନାର ଦ୍ୱତୀୟ ଲହରରେ ଓଡିଶା ରାଜଧାନୀ ଭୁବନେଶ୍ୱର ସଂଲଗ୍ନ ଗ୍ରାମାଞ୍ଚଳରେ ୧୮ ବର୍ଷରୁ କମ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ଡେଲଟା ପ୍ରକରଣ ଦ୍ୱରା ଆକ୍ରାନ୍ତ । ବୟସ୍କଙ୍କଠାରେ ଏହି ଅନୁପାତ ପ୍ରତି ଦୁଇ ଜଣଙ୍କରେ ଜଣେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହାୟତାରେ ଏମ୍ସ ସେରୋ ସର୍ଭେରେ ଏହି ତଥ୍ୟ ଦିଅଯାଇଛି । ଏହି ସର୍ଭେରେ ୧୬୫ ଝୋଟ ପିଲାଙ୍କୁ ଅନ୍ତୁଭକ୍ତ କରାଯାଇଥିଲା । ପ୍ରତି ପିଲାଙ୍କ ଠାରେ ଡେଳଟା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆଣ୍ଟିବଡି ବିକଶିତ ହୋଇଥିବା ତଥ୍ୟ ଉଲ୍ଲେଖ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ