Masthead

ମୋଦିଙ୍କୁ ରାହୁଲଙ୍କ ଶ୍ୱେତପତ୍ର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । କରୋନା ପରିଚାଳନାରେ ବିଫଳତାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରହୁଲ ଗାନ୍ଧି । ତୃତୀୟ ଲହର ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରୁନ୍ତୁ ସରକାର । ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ଲହର ମୁକାବିଲା ନୌରାଶ୍ୟଜନକ ଥିଲା । ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ଓ ସର୍ତକ ରହିବାକୁ ରାହୁଲ ଗାନ୍ଧି କହିଛନ୍ତି । କରୋନା ମହାମାରୀ ଉପରେ ରାହୁଲ ଏକ ଶ୍ୱେତପତ୍ର ଜାରି କରିଛନ୍ତି । କୋଭିଡ଼ କ୍ଷତିପୂରଣ ପାଣ୍ଠି ଗଠନ ପାଇଁ ଦାବି କରିଛନ୍ତି । ଯେଉଁମାନଙ୍କ ପରିବାରରେ କରୋନାରେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ସରକାର କ୍ଷତିପୂରଣ ଦିଅନ୍ତୁ ।

ସେପଟେ ଏହାର କାଉଣ୍ଟର କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ଯେ ଦେଶରେ ଗୋଟିଏ ଦିନରେ ୮୦ ଲକ୍ଷରୁ ଅଧିକ ଟିକା ଦିଆଯାଉଛି, ତେଣୁ ଆମେ ଜାଣିଥିଲୁ ଯଦି କିଛି ଭଲ ଘଟଣା ଘଟେ ତେବେ ରାହୁଲ ଗାନ୍ଧୀ ଏଥିରେ ବାଧା ସୃଷ୍ଟି କରିବେ। ସମ୍ବିତ ପାତ୍ର କହିଛନ୍ତି, ଯେ ରାହୁଲ ଗାନ୍ଧୀ କେତେ ଦିନ ପର୍ୟ୍ୟନ୍ତ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀ କରିବେ, ଭୂମିରେ ଯାଇ କଂଗ୍ରେସ ଶାସିତ ରାଜ୍ୟଗୁଡିକର ଅବସ୍ଥା ଜାଣିବେ। ବିଜେପି ନେତା ପୁଣି ଥରେ ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧୀ, ରବର୍ଟ ଭଦ୍ରା ଏବଂ ପ୍ରିୟଙ୍କା ଭଦ୍ରା ଏହି ଟିକା ପାଇଛନ୍ତି କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା