Masthead

ଏହି ସ୍ଥାନରେ ହେଲାନି ସୂର୍ଯ୍ୟାସ୍ତ…

(ବଡ଼ ଖବର ବ୍ୟୁରୋ): ୨୧ ଜୁନ ଥିଲା ୨୦୨୧ର ସବୁଠାରୁ ବଡ଼ ଦିନ । ଯାହାକୁ ଇଂରାଜୀରେ ସମର ସୋଲଷ୍ଟିିସ କୁହାଯାଏ । ଫିନଲ୍ୟାଣ୍ଟ, ଗ୍ରିନଲ୍ୟାଣ୍ଡ, ଆଲକାସ ଏବଂ ଉତ୍ତର ଗୋଲାର୍ଦ୍ଧର ଦ୍ୱିତୀୟ ଭାଗରେ ମଧ୍ୟରାତି ପର୍ଯ୍ୟନ୍ତ ଦିନ ଦେଖାଯାଇଥିଲା । ଆଣ୍ଟଲାକ୍ଟିକରେ ସୂର୍ଯ୍ୟ ପୁରା ଭାବରେ ଅସ୍ତ ହୋଇନଥିଲେ । ଅର୍ଥାତ ଏଠାରେ ୨୪ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିଛି । ସୋଲିସ ଲାଟିନ ୱାର୍ଡ଼ ସୋଲିଷ୍ଟମରୁ ଆସିଛି । ସୋଲର ଅର୍ଥ ସୂର୍ଯ୍ୟ ସେଷ୍ଟୋୟରର ଅର୍ଥ ସ୍ଥିର ଭାବେ ଛିଡ଼ା ହେବା । ଏହି ଦୁଇ ଶବ୍ଦକୁ ମିଶାଇ ସୋଲିଷ୍ଟର ଅର୍ଥ ଏହା ହେଉଛି ଯେ, ଅନ୍ୟ ସାଧାରଣ ଦିନ ଅପେକ୍ଷା ସୂର୍ଯ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିବା ।

ପ୍ରତି ମେ ଜୁନ ମାସରେ ଏହି ସ୍ଥିତି ଦେଖିବାକୁ ମିଳେ । ଜୁନ ମାସରେ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ସାମ୍ନାରେ ରହିଥାଏ । ପାଖାପାଖି ପ୍ରତିବର୍ଷ ୨୦ରୁ ୨୨ ଜୁନ ମଧ୍ୟରେ ଏପରି ଏକ ଦିନ ଆସିଥାଏ । ଯେଉଁଥିରେ ସୂର୍ଯ୍ୟାସ୍ତ ହୁଏନି । ସମୟ ବିଧି ଅନୁସାରେ ଏହା ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ବର୍ଷ ଏହି ଦିନ ୨୧ ଜୁନରେ ଥିଲା । ଭାରତରେ ୨୧ ଜୁନ ୨୦୨୧ରେ ୧୩ଘଣ୍ଟା ୧୨ ମିନିଟ ପର୍ଯ୍ୟନ୍ତ ଦିନ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ