ଆସିଲା ଅନଲକ ୫.୦

ବଡ଼ ଖବରବ୍ୟୁରୋ

ଅକ୍ଟୋବର ୧୫ ରୁ ଦେଶରେ ଖୋଲିବ ସମସ୍ତ ସିନେମା ହଲ୍ ।
୫୦% ଦର୍ଶକ ଙ୍କୁ ନେଇ ଚାଲିବ ସିନେମା ହଲ୍ ଓ ଥିଏଟର ।

ଶିକ୍ଷା ଅନୁଷ୍ଠାନ ଖୋଲିବା ନେଇ ଅକ୍ଟୋବର ୧୫ ରେ ନେବେ ନିଷ୍ପତି ସବୁ ରାଜ୍ୟ ର ମୁଖ୍ୟମନ୍ତ୍ରୀ ।

ଖାଲି ପ୍ରଶିକ୍ଷଣ ପାଇଁ ଖୋଲିବ ସୁଇମିଂପୁଲ୍ ଏ ନେଇ ଏସ ଓ ପି ଜାରୀ କରିବେ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ।

ଅକ୍ଟୋବର ୩୧ ଯାଏଁ କଣ୍ଟେ୍ନମେଣ୍ଟ ଜୋନ୍ ରେ ବଳବତ୍ତର ରହିବ
ଲକଡାଉନ୍ କିନ୍ତୁ ଅକ୍ଟୋବର ୧୫ ତାରିଖ ପରେ କଣ୍ଟେ୍ନମେଣ୍ଟ ଜୋନ ବାହାରେ ଚାଲିବ ସମସ୍ତ କାର୍ଯ୍ୟକଳାପ ।ଏ ନେଇ ଗୃହ ମନ୍ତ୍ରାଳୟ ଜାରି କରିଛି ଗାଇଡ୍ ଲାଇନ୍ ।

ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିଲେ କିମ୍ବା ଅତ୍ୟାବଶ୍ୟକ କାର୍ଯ୍ୟ ନ ଥିଲେ ୬୬ ବର୍ଷ ଲୋକ, ଗର୍ଭବତୀ ମହିଳା ଓ ୧୦ ବର୍ଷ ରୁ କମ୍ ଶିଶୁ ମାନଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ