Masthead

ବର୍ଦ୍ଧିତ ବିଦ୍ୟୁତ ଦରର ସମୀକ୍ଷା ପାଇଁ ପିଟିସନ ଦାଖଲ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ବର୍ଦ୍ଧିତ ବିଦ୍ୟୁତ ଦରର ସମୀକ୍ଷା ପାଇଁ ଓଇଆରସିରେ ରିଭ୍ୟୁ ପିଟିସନ । ପିଟିସନ ଦାଖଲ କରିଛନ୍ତି ଆଇନଜୀବୀ ଆନନ୍ଦ ମହାପାତ୍ର । ଏହି ପ୍ରସଙ୍ଗରେ ଓଇଆରସିଙ୍କ କୋର୍ଟରେ ଶୁଣାଣି ମଧ୍ୟ ହୋଇଛି । ତେବେ ଶୁଣାଣିରେ ବିଦ୍ୟୁତ ବିତରଣ କମ୍ପାନୀ ଉତ୍ତର ରଖି ନ ଥିବାରୁ ଓଇଆରସି ଅସନ୍ତୋଷ ବ୍ୟକ୍ତି କରିଥିଲେ ।

ଏହି ପ୍ରସଙ୍ଗରେ ଜୁଲାଇ ୨୦ରେ ପୁଣି ଶୁଣାଣି ହେବ । କରୋନା ସମୟରେ ଲଗାତାର ୨ ବର୍ଷ ହେଲା ବିଦ୍ୟୁତ ବିଲ୍ ବଢୁଛି । ସେପଟେ ବିଧାନସଭାରେ ଶକ୍ତି ମନ୍ତ୍ରୀ କହିଥିଲେ ଦରବୃଦ୍ଧିର ସମୀକ୍ଷା ପାଇଁ ରାଜ୍ୟ ସରକାର ଓଇଆରସିରେ ଆବେଦନ କରିବେ । କିନ୍ତୁ ତାହା ଏଯାଏଁ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ