Masthead

ଡେଥ ସାର୍ଟିଫିକେଟ ଅଫିସରେ ଦଲାଲ ରାଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ଭୁବନେଶ୍ୱର ମ୍ୟୁନିସିପାଲିଟି ଡେଥ୍ ସାର୍ଟିଫିକେଟ ଅଫିସରେ ଦଲାଲଙ୍କ ରାଜୁତି । କୋଭିଡରେ ମୃତ ବ୍ୟକ୍ତିଙ୍କ ଡେଥ ସାର୍ଟିଫିକେଟ ପାଇବା ପାଇଁ ସେମାନଙ୍କ ଆତ୍ମୀୟଙ୍କ ଠାରୁ ଦଲାଲମାନେ ଟଙ୍କା ହଡପ କରୁଛନ୍ତି । ସାର୍ଟିଫିକେଟ କରିଦେବେ କହି ଠକୁଥିବା ଆଇଏଚଆରସି ଟିମ ଜାଣିବାକୁ ପାଇଛି । ଗୁରୁବାର ଆଇଏଚଆରସିର ରାଜ୍ୟ ସଭାପତି ଡ. ଶିବ ସୁନ୍ଦର ସ୍ୱାଇଁ ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ନାରାୟଣ ସାହୁ ଜଣଙ୍କ ସାର୍ଟିଫିକେଟ ଅନଲାଇନରେ ପାଉନଥିବା ଯୋଗୁଁ ସେ ୟୁନିଟ-୩ ରେ ଥିବା ବିଏମ୍ସି ଅଫିସକୁ ଯାଇଥିଲେ । ବାହାରେ କିଛି ଦଲାଲ କହିଲେ ଆମେ ଏଠିକାର ଷ୍ଟାଫ ଆପଣ ଆମକୁ ଲେଖିକି ଦିଅନ୍ତୁ ଆମେ ଅଫଲାଇନରେ ଦେଖିଦେବୁ। ଆପଣ ସୋମବାର ଆସନ୍ତୁ ।

ସୋମବାର ସେ ଆସି ଜାଣିବାକୁ ପାଇଲେ ସେମାନେ କୌଣସି ଷ୍ଟାଫ ନୁହନ୍ତି । ସେମାନେ କୋଭିଡ କାର୍ଡ ରଖିଥିବା ଜାଣିବାକୁ ପାଇଲେ । ବିଏମସି ଅଫିସ ଷ୍ଟାଫ ମଧ୍ୟ ତାଙ୍କ ପାଖକୁ ପ୍ରାୟ ଲୋକଙ୍କୁ ପଠେଇ ଥିବାର ଦେଖିବାକୁ ମିଳିଥିଲା । ଏହା ସହ ସେମାନେ ଲୋକଙ୍କଠୁ ଅର୍ଥ ନେବାର ମଧ୍ୟ ଦେଖିବାର ପାଇଥିଲେ ଦଲାଲଙ୍କୁ । ପଚାରିବା ପରେ ସେ ନିଜର ଭୁଲ ସ୍ୱୀକାର କରିବା ସହ ସେ ଆଉ ଭୁଲ କରିବନାହିଁ କହି ପ୍ରତିଶୃତି ଦେଲା । ଏଠି ପ୍ରଶ୍ନ ଉଠୁଛି ବିଏମସି ହତା ଭିତରେ ଏହା ହେଉଥିବାରୁ ଜାଣି କିପରି ଭଜ୍ଞମ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି। ସମସ୍ତେ ଜାଣିଶୁଣି ଜନସାଧାରଣଙ୍କ ଠାରୁ ଲୁଟୁ ନାହାଁନ୍ତି ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼