Masthead

ଆଜିଠୁ ଗଞ୍ଜାମରେ ମିଳିବ କୋଭାକ୍ସିନ ଟିକା

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା । ରାଜ୍ୟରେ କେବଳ ଭୁବନେଶ୍ୱରରେ ଟିକା ଦିଆଯାଉଥିବା ବେଳେ ସୋମବାର ଠାରୁ ଗଞ୍ଜାମରେ ମଧ୍ୟ ଏହି ଟିକା ଦିଆଯିବ । ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ କୋଭାକ୍ସିନ ଟିକା ଦିଆଯିବ । ରାଜ୍ୟରେ ୯ଲକ୍ଷ ୫୨ ହଜାର ୮୨୦ କୋଭିସିଲ୍ଡ ଟିକା ମହଜୁଦ ଥିବା ବେଳେ ୩ଲକ୍ଷ ୯୧ ହଜାର ୫୪୦ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି ।

୧୮ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଯେଉଁମାନେ ପ୍ରଥମ ଡୋଜ ଟିକା ନେଇନାହାଁନ୍ତି ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଶନିବାର ଜିଲ୍ଲାକୁ ୧ଲକ୍ଷ ୪୦ ହଜାର କୋଭାକ୍ସିନ ଓ ୮୫ ହଜାର ଡୋଜ କୋଭିସିଲ୍ଡ ଟିକା ଆସିଛି । ଟିକା ଅଭାବରୁ ଗଞ୍ଜାମ ଜିଲ୍ଲାର ଟିକାକରଣ ବନ୍ଦ ରହିଥିଲା । ଆଜିଠାରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୁଣି ଟିକାକରଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ