Masthead

ମାଡ଼ିଆସୁଛି ସୌରଝଡ଼

(ବଡ଼ ଖବର ବ୍ୟୁରୋ): ପୃଥିବୀ ଆଡକୁ ମାଡ଼ିଆସୁଛି ସୌରଝଡ଼ । ଦ୍ରୁତଗତିରେ ମାଡ଼ିଆସୁଛି ସୌରଝଡ଼ । ଘଣ୍ଟାକୁ ୧୬ ଲକ୍ଷ କିଲୋମିଟର ବେଗରେ ମାଡ଼ି ଆସୁଛି ସୌରଝଡ଼ । ପୃଥିବୀର ଯେତେ ନିକଟତର ହେବ ସୌରଝଡ଼ର ବେଗ ଅଧିକ ବଢିବ ବୋଲି ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି । ଜୁଲାଇ ୩ରେ ସୂର୍ଯ୍ୟର ଦକ୍ଷିଣ ଭାଗରେ ବିସ୍ଫୋରଣ ହୋଇଥିଲା । ଏହା ଦ୍ୱାରା ସୃଷ୍ଟି ହୋଇଥିବା ସୌରଝଡ଼ ତୀବ୍ର ବେଗରେ ପୃଥିବୀ ଆଡକୁ ମାଡ଼ି ଆସୁଛି ।

ମଙ୍ଗଳବାର ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିପାରେ । ଏହାର ପ୍ରଭାବରେ ପୃଥିବୀରେ ଜିପିଏସ୍, ବିଦ୍ୟୁତ୍, ସାଟେଲାଇଟ୍, ପ୍ରଭାବିତ ହେବାର ଆଶଙ୍କା ରହିଛି । ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ କହିଛନ୍ତି ସୂର୍ଯ୍ୟରୁ କିଛି କଣିକା ଆସିଛି। ଯେଉଁଠି ଚୁମ୍ବକୀୟ କ୍ଷେତ୍ର ବ୍ୟବହାର କରାଯାଉଛି, ସେଠାରେ ପ୍ରଭାବ ପଡ଼ିବ । ହୁଏତ ବିଦ୍ୟୁତ୍ ଚୁମ୍ବକୀୟ ସରବରାହ ବନ୍ଦ ହୋଇଯାଇପାରେ, ଯୋଗାଯୋଗ ବିଛିନ୍ନ ହୋଇପାରେ । କିନ୍ତୁ ସେଭଳି କୌଣସି ବଡ଼ଧରଣର ଆଶଙ୍କା ନାହିଁ । ମଣିଷ କିମ୍ବା ଜୀବଜନ୍ତୁଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ବନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼