Masthead

ପେଗାସସ୍ ଝଡ଼: ଇସ୍ରାଏଲି ଟେକ୍ନୋଲୋଜି ଫାର୍ମ ଏନଏସଓ ଗ୍ରୁପ ଏହାକୁ ଅସ୍ୱୀକାର କରିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଦେଖାଦେଇଛି ପେଗାସସ୍ ଝଡ଼ । ତେବେ ଇସ୍ରାଏଲି ଟେକ୍ନୋଲୋଜି ଫାର୍ମ ଏନଏସଓ ଗ୍ରୁପ ଏହାକୁ ଅସ୍ୱୀକାର କରିଛି । ଏନଏସଓ ଗ୍ରୁପ ଅନୁସାରେ ଯେଉଁ ସଫ୍ୱଓ୍ୱେରରେ କିଛି ଭାରତୀୟ ନେତା, ସାମ୍ବାଦିକ, ମନ୍ତ୍ରୀ, ବିଚାରପତିଙ୍କ ଫୋନ ନମ୍ବରକୁ ଟାର୍ଗେଟ କରାଯାଇଛି ବୋଲି ଅଭିଯୋଗ ଆସୁଛି, ସେହି ସଫ୍ୱଓ୍ୱେର ଆମର ନୁହେଁ । ଆମ ସଫ୍ୱଓ୍ୱେର ଦ୍ୱାରା ପୂର୍ବରୁ ବି କେବେ କାହାକୁ ଟାର୍ଗେଟ କରାଯାଇ ନଥିଲା ।

କମ୍ପାନୀର ମୁଖପାତ୍ର କହିଛନ୍ତିଯେ, ପ୍ୟାରିସ ସ୍ଥିତ ସଂଗଠନ ଫରବିଡେନ ଷ୍ଟୋରିଜ ପକ୍ଷରୁ ପ୍ରକାଶିତ ନାମ ତାଲିକା ସହ କମ୍ପାନୀ ସ୍ପାଇ ଓ୍ୱେୟାରର କୌଣସି ସମ୍ପର୍କ ନାହିଁ । ଆମେନଷ୍ଟି ଇଣ୍ଟରନ୍ୟାସନାଲ ସହ କାର୍ଯ୍ୟ କରୁଥିବା ଏହି ସଂସ୍ଥା ୫୦ ହଜାର ଫୋନର ଯେଉଁ ଡାଟାବେସ ପ୍ରସ୍ତୁତ ବୋଲି କୁହାଯାଉଛି ତାହା ସହ ସ୍ପାଇଓ୍ୱେୟାରର କୌଣସି ସମ୍ପର୍କ ନାହିଁ । ଏହି ଫୋନ ନମ୍ବର ଗୁଡିକ ସହ ଏନଏସଓ ଗ୍ରୁପର ସମ୍ପର୍କ ନାହିଁ ବା କେବେ ଟାର୍ଗେଟରେ ନଥିଲା । କୌଣସି ନମ୍ବରର ଗୋପନୀୟତାକୁ ଟାର୍ଗେଟ କରିବାକୁ କେବେ ବି କମ୍ପାନୀ ଚେଷ୍ଟା ବି କରିନାହିଁ । ଯଦି ଏହାର ପ୍ରଯୁକ୍ତିକୁ ଅପବ୍ୟବହାର କରାଯାଇଥାଏ ଏବଂ ସ୍ପଷ୍ଟ ପ୍ରମାଣ ମିଳେ ତେବେ ଏହାର ସବିଶେଷ ତଦନ୍ତ କରିବେ କମ୍ପାନୀ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼