Masthead

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ଏଫଆଇଆର

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ଏଫଆଇଆର । ବେଆଇନ କାର୍ଯ୍ୟ ପାଇଁ ବିଜେପି ଛାଡିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ନୀଳଗିରି ଥାନା ଏଫଆଇଆର । ସରକାରୀ ଲୋଗୋକୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରିବା ସୁକାନ୍ତଙ୍କ ପାଇଁ ପଡିଲା ମହଙ୍ଗା । ଦଳୀୟ କାର୍ୟ୍ୟରେ ସରକାରୀ ଲୋଗୋ ବ୍ୟବହାର କରିବା ଅପରାଧ ଦର୍ଶାଇ ନୀଳଗିରି ଥାନରେ ଦେଲେ ଏଫଆଇଆର ।

ସେପଟେ ନୀଳଗିରି ଆସନକୁ ନେଇ ବଢୁଛି ଦ୍ଵନ୍ଦ । ବଡ଼ ଟେନସନରେ ବିଜେପି – ବିଜେଡି । ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡିବା ପରେ ବିଜେପି କୁ ଘାରିଛି ଚିନ୍ତା । ନୀଳଗିରି ଆସନରୁ ବିଜେପି କାହାକୁ କରିବ ପ୍ରାର୍ଥୀ ଖୋଜୁଛି ଚେହେରା । ନୀଳଗିରିରେ ଆଶାୟୀଙ୍କୁ କେମିତି ଥଇଥାନ କରିବ ଚିନ୍ତାରେ ବିଜେଡି । ସୁକାନ୍ତ ବିଜେଡିକୁ ଗଲେ ଯୁବ ନେତା ସନ୍ତୋଷ ଖଟୁଆଙ୍କ ଭାଗ୍ୟ ବିଧାନସଭା ନା ଲୋକସଭା ଯାହାକୁ ନେଇ ସନ୍ତୋଷ ଏବେ ଅସେନ୍ତାଷ ଦେଖାଥିବା ହେଉଛି ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ