Masthead

ସୌମ୍ୟଙ୍କ ଦଶାହ କର୍ମରେ ଯୋଗ ଦେଲେନି ବିଦ୍ୟାଭାରତୀ

ଖଇରା(ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନଙ୍କ ଦଶାହ କର୍ମରେ ଯୋଗ ଦେଲେନି ପତ୍ନୀ ବିଦ୍ୟାଭାରତୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନାର ବେଗୁନିଆ ଗାଁର ଅଭିରାମ ମହାପାତ୍ରଙ୍କ ପୁଅ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଆଜି ଦଶାହ କର୍ମ । ଶୋକାକୋଳ ପରିବେଶରେ ବାପା ,ଭାଇ ଏବଂ ପରିବାର ଲୋକ କର୍ମ ସମ୍ପାଦନ କରୁଥିବା ବେଳେ ସ୍ତ୍ରୀ ବିଦ୍ୟାଭାରତୀ ସ୍ବାମୀଙ୍କ ଦଶାହ କର୍ମରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି ।

ହିନ୍ଦୁ ରୀତିନୀତି ଅନୁସାରେ ସ୍ବାମୀର ଦଶାହ କର୍ମରେ ପତ୍ନୀର ଆବଶ୍ୟକତା ରହିଛି । ବିଦ୍ୟାଭାରତୀ ଦଶାହ କର୍ମରେ ଯୋଗ ଦେଇନଥିବାରୁ ଏହା ଅଶୁଭ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂଜକ । ଅନ୍ୟପଟେ ବିଦ୍ୟାଭାରତୀ ଯଦି କିଛି କରିନାହାନ୍ତି, ତାଙ୍କର କୌଣସି ଦୋଷୀ ନାହିଁ ତେବେ ଆସିଲେ ନାହିଁ କାହିଁକି ଏନେଇ ପ୍ରଶ୍ନ ଉଠୁଛି । ବିଦ୍ୟାଭାରତୀଙ୍କୁ ଗିରଫ କରି ପୋଲିସ ରିମାଣ୍ତରେ ନେଲେ ସତ ସାମ୍ନାକୁ ଅସିବ ବୋଲି କହିଛନ୍ତି ସୌମ୍ୟଙ୍କ ଭାଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ