Masthead

ଗୋଟିଏ ମିସ କଲରେ ବି ହ୍ୟାକ୍ ହେଉଛି ଫୋନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସବୁଆଡ଼େ ଗୋଟିଏ ଚର୍ଚ୍ଚା । ପେଗାସସ । ଭାରତ ସମେତ ଅନେକ ଦେଶକୁ ଏହା ଦୋହଲାଇ ଦେଇଛି । ଅନେକ ଭାରତୀୟ ମନ୍ତ୍ରୀ, ରାଜନେତା, ବିରୋଧୀ ଦଳ ନେତା, ସାମ୍ବାଦିକଙ୍କ ସମେତ ବହୁ ବଡ଼ ବଡ଼ ବ୍ୟବସାୟୀଙ୍କ ଫୋନ ନମ୍ବର ହ୍ୟାକ ହୋଇଥିବା ଜଣାପଡ଼ିଛି । ତେବେ ଏହି ହ୍ୟାକିଂ କୌଣସି ଲିଙ୍କରେ କ୍ଲିକ କଲେ ହେବନାହିଁ ଗୋଟିଏ ମିସ କଲ ଦ୍ୱାରା ବି ଆପଣଙ୍କ ଫୋନ ହ୍ୟାକ ହୋଇପାରେ ।

କେତେବେଳେ ବି ଆପଣଙ୍କ କ୍ୟାମେରା ଅନ କରି ଆପଣ କ’ଣ କରୁଛନ୍ତି ତାହା ଦେଖିପାରିବ । ଶୁଣିବାକୁ ବହୁ ଡର ଲାଗୁଥିଲେ ମଧ୍ୟ ଦୁନିଆର ପ୍ରାୟ ୫୦ହଜାର ଲୋକଙ୍କ ଫୋନ ହ୍ୟାକ କରାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ୩୦୦ ଭାରତୀୟ ବି ରହିଛନ୍ତି । ଅନେକ ଭାରତୀୟ ମନ୍ତ୍ରୀ, ରାଜନେତା, ବିରୋଧୀ ଦଳ ନେତା, ସାମ୍ବାଦିକ, ବୈଜ୍ଞାନିକଙ୍କ ସମେତ ବ୍ୟବସାୟୀଙ୍କ ଫୋନ ନମ୍ବର ହ୍ୟାକ ହୋଇଥିବା ଜଣାପଡିଛି। ଇସ୍ରାଇଲୀ ସ୍ପାଇ ୱେୟାର ପେଗାସସ ଦ୍ୱାରା ଅନେକ ଫୋନ ନମ୍ବର ହ୍ୟାକ ହେବା ଖବର ପ୍ରକାଶ ପାଇବା ପରେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ