(ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ଅପରାହ୍ନରେ ଉତ୍ତରପ୍ରଦେଶର ଦେହେଡୁନରେ ଭୂମିକମ୍ପ ଅନୁଭୁତ ହୋଇଥିଲା । ଦ୍ୱିପ୍ରହର ସମୟ ୧.୪୨ ମିନିଟ୍ରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଭୂମିକମ୍ପର ତୀବ୍ରତା ପାଖାପାଖି ୮.୮ ଥିଲା । ଏହି ଭୂମିମ୍ପରେ କୌଣସି ଧନ ଜୀବନ ନଷ୍ଟ ହୋଇନଥିବା ସୂଚନା ମିଳିଛି ।
Odia News channel