ଅଭିନେତା ଅନୁଭବଙ୍କ ଭାଇ ଅନୁପ୍ରାସଙ୍କ ଜମି ଦଖଲ କଲା ବ୍ୟାଙ୍କ

ଭୁୁବନେଶ୍ୱର(ବଡ଼ କବର ବ୍ୟୁରୋ): ବ୍ୟାଙ୍କ ଋଣ ସୁଝିପାରିଲେନି ଅଭିନେତାଙ୍କ ଭାଇ । ବ୍ୟାଙ୍କ ଋଣ ସୁଝି ନପାରିବାରୁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ କଲା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ। କଟକ ସେଲଟର ଛକସ୍ଥିତ ନେତାଜୀ ନଗରରେ ଥିବା ଏକ ଜମିକୁ ନିଜ ଅକ୍ତିଆରକୁ ନେଉଛି ଵ୍ୟାଙ୍କ। ଗତ ୮/୧୦/୨୦୧୩ମସିହାରେ ଗଣ୍ଡରପୁର ଅର୍ବାନ ବ୍ୟାଙ୍କ ଵ୍ରାଞ୍ଚରୁ ଅନୁପ୍ରାସ ୫୬ଲକ୍ଷ ଟଙ୍କାର ଲୋନ ନେଇଥିଲେ ।

ଆଉ ଏହାପରେ ବ୍ୟାଙ୍କ କିସ୍ତି ଦେଉ ନଥିବା ବେଳେ ମୂଳ ଟଙ୍କା ମଧ୍ୟ ଜମା କରୁନଥିଲେ । ଏ ନେଇ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ପରେ ମଧ୍ୟ ଟଙ୍କା ପୈଠ କରି ନ ଥିଲେ ଅନୁପ୍ରାସ । ଏହାପରେ ତାଙ୍କୁ ବାରମ୍ବାର ନୋଟିସ ମଧ୍ୟ କରିଥିଲା ବ୍ୟାଙ୍କ ହେଲେ ଅନୁପ୍ରାସ ଟଙ୍କା ଦେଇ ନଥିଲେ ଫଳରେ ଆଜି ସଂପୃକ୍ତ ଜମିକୁ ଦଖଲକୁ ନେବା ପାଇଁ ବ୍ୟାଙ୍କ କର୍ତ୍ତୁପକ୍ଷ ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ