Masthead

ଦେଢ଼ ବର୍ଷ ପରେ ନନ୍ଦନକାନନରେ ଚାଲିଲା ବସ୍ ସଫାରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଢ ବର୍ଷ ପରେ ନନ୍ଦନକାନରେ ଚାଲିଲା ବସ ସଫାରୀ । ବସ ଚାଲିବା ସହ ଦର୍ଶକ ଏହାର ମଜା ଉଠାଇଛନ୍ତି । ଦେଢବର୍ଷ ପରେ ନଳ୍ପଚ୍ଛନ ଟେଣ୍ଡର ସହ ବସ ସଫାରୀ ଆରମ୍ଭ ହୋଇଛି । ନନ୍ଦନକାନନର ଉପନିର୍ଦ୍ଦେଶକ ଡ. ସଞ୍ଜୀବ କୁମାର । ନୂତନ ଟେଣ୍ଡର ପ୍ରକ୍ରିୟାରେ ୧ ବର୍ଷର ଅବଧିରେ ମାସିକ ୬ ଲକ୍ଷ ୫୦ ହଜାର ଟଙ୍କାରେ ଘରୋଇ ସଂସ୍ଥାକୁ ଦେଇଛନ୍ତି ।

ନନ୍ଦନକାନାନର ପଛପାଖରେ ଥିବା ୯ ନମ୍ବର ଗେଟରେ ନବନିର୍ମିତ ସଫାରୀ ବସଷ୍ଟାଣ୍ଡ ଠାରେ ଟିକେଟ କାଟି ଏହାର ଫାଇଦା ଉଠାଇ ପାରିବେ । ଆଜି ୨ଟି ବସ ସଫାରୀ ଚାଲିଥିବା ବେଳେ ପରବର୍ତ୍ତୀର୍ ସମୟରେ ୫ରୁ ୧୦ଟି ବସ ଚାଲୁ କରାଯିବାର ବ୍ୟବସ୍ଥା ରହିଛି । ପର୍ଯ୍ୟଟକ ପିଛା ଟିକେଟ ଦର ୬୦ ଟଙ୍କା ଧାର୍ଯ୍ୟ କରଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ