Masthead

କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ଏଣିକି ସୁଧ ଉପରେ ଦେବାକୁ ପଡିବ ନାହିଁ ସୁଧ

ନୂଆଦିଲ୍ଲୀ (ବଡଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବ୍ୟାଙ୍କରୁ ଋଣ କରିଥିବା ଗ୍ରାହକଙ୍କୁ ମିଳିବ ବଡ ଆଶ୍ୱସ୍ତି । କରୋନା ସମୟରେ ଘୋଷଣା କରାଯାଇଥିବା ମୋରାଟୋରିୟମ ଅଥବା ସୁଧ ଉପରେ ରହିଥିବା ସୁଧ ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨କୋଟି ପର୍ଯ୍ୟନ୍ତ ଋଣ କରିଥିବା ଗ୍ରାହକଙ୍କ ଲାଗି ଏଭଳି ସୁବିଧା ରହିଛି । ଏସମ୍ପର୍କରେ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର । କରୋନା ଲାଗି ୬ମାସ କିସ୍ତି ଘୁଞ୍ଚାଯାଇଥିଲା । ଗ୍ରାହାକମାନଙ୍କୁ କିନ୍ତୁ ସୁଧ ଉପରେ ସୁଧ ଦେବାକୁ ପଡୁଥିଲା । ଯାହାକୁ ଲାଘବ କରିଛନ୍ତି ସରକାର । ଗ୍ରାହାକମାନେ କେବଳ ସୁଧ ଦେବେ । ବାକି କମ୍ପାନୀ ମୋରାଟୋରିୟମ କେନ୍ଦ୍ର ସରକାର ଦେବେ ବୋଲି ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ