Masthead

ଆଫଗାନ୍ ସେନାର ଆତ୍ମସମର୍ପଣ

(ବଡ଼ ଖବର ବ୍ୟୁରୋ): ଆଫଗାନ୍ ସେନାର ଆତ୍ମସମର୍ପଣ । ୩ଲକ୍ଷ ଆଫଗାନ ସୈନ୍ୟ ତାଲିବାନର ସାମ୍ନା କରିପାରିଲେ ନାହିଁ । ମାତ୍ର ୨୦ ସପ୍ତାହ ପୂର୍ବରୁ ତାଲିବାନ ସମଗ୍ର ଦେଶକୁ କବ୍ଜା କରି ନେଇଛି । ୨୦ ବର୍ଷ ହେବ ଆମେରିକା ସୈନ୍ୟ ଆଫଗାନ ସୈନ୍ୟଙ୍କୁ ଅତ୍ୟାଧୁନିକ ଯୁଦ୍ଧ କୌଶଳ, ଲଢୁଆ ଯୁଦ୍ଧାସ୍ତ୍ର ବ୍ୟବହାରର ତାଲିମ ଦେଇଥିଲେ । ୨୦ ବର୍ଷ ହେବ ଆଫଗାନ ସୈନ୍ୟ ମାନେ ଉପଯୁକ୍ତ ତାଲିମ ପାଇଥିଲେ ମଧ୍ୟ ତାଲିବାନଙ୍କ ଆଗରେ ଫିକା ପଡ଼ିଯାଇଛନ୍ତି ।

୩ଲକ୍ଷରୁ ଅଧିକ ସୈନ୍ୟ ତାଲିବାନ ନିକଟରେ ଆତ୍ମସମର୍ପଣ କରିବା ବିଶ୍ୱ ସମୁଦାୟକୁ ଚକିତ କରିଛି । ଆଫଗାନସ୍ତାନ ସୈନ୍ୟଙ୍କ ନିକଟରୁ ତାଲିବାନ ଆତଙ୍କବାଦୀମାନେ ହେଲିକପ୍ଟର, ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଛନ୍ତି । ୭୫ହଜାର ତାଲିବାନ ଆତଙ୍କବାଦୀଙ୍କ ନିକଟରେ ୩ଲକ୍ଷରୁ ଅଧିକ ଆଫଗାନି ସୈନ୍ୟ ଶକ୍ତିହିନ ହୋଇପଡିଛନ୍ତି । ଆଫଗାନ ସେନାକୁ ଶସକ୍ତ କରିବା ପାଇଁ ଆମେରିକା ୨୦ବର୍ଷରେ ୬ଲକ୍ଷ ୧୬ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ