Masthead

କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବୁନି: ତାଲିବାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ସରକାରଙ୍କ ଉପରେ କବଜା କରିଥିବା ତାଲିବାନ କାଶ୍ମୀର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ତାଲିବାନ କହିଛି କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହା ଦୁଇ ଦେଶର ଆଭ୍ୟନ୍ତରୀଣ ସମସ୍ୟା । ତାଲିବାନ କହିଛି କାଶ୍ମୀର ସମ୍ପର୍କରେ ସେମାନେ ମୁଣ୍ଡ ଖେଳାଇବେ ନାହିଁ ।

ଆଫଗାନିସ୍ତାନରେ ଲସ୍କର-ଇ-ତୋଇବା ଓ ଲସ୍କର-ଇ-ଝାଙ୍ଗଭି ଭଳି ପାକିସ୍ତାନ ଆତଙ୍କବାଦୀଙ୍କ ଅଭାବ ନଥିବାରୁ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏହି ଆତଙ୍କବାଦୀମାନେ କାବୁଲର କିଛି ଅଞ୍ଚଳରେ ତାଲିବାନ ସହ ମିଶି କାର୍ୟ୍ୟ କରୁଛନ୍ତି । ଆମେରିକ ସରକାର ଯୋଗାଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଓ ତିନି ଲକ୍ଷରୁ ଅଧିକ ଆଫଗାନୀ ସେନାଙ୍କ ଅସ୍ତ୍ର ତାଲିବାନ, ଲସ୍କର-ଇ-ତୋଇବା ଓ ଲସ୍କର-ଇ-ଝାଙ୍ଗଭି ପାଖରେ ଅଛି ।

ଦୁର୍ବଳ ତାଲିବାନକୁ ପ୍ରଭାବିତ କରିପାରିବ ଆଇଏସଆଇ । ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ତାଲିବାନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବ । ଆଫଗାନିସ୍ତାନରେ ଆଇଏସଆଇର କ୍ୟାମ୍ପ ଅଛି ଓ ଜାମ୍ମୁ-କାଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା