Masthead

ନିତିନ ପଟେଲଙ୍କ ବିବାଦୀୟ ବୟାନ, ଯେପର୍ଯ୍ୟନ୍ତ ହିନ୍ଦୁ ଅଛନ୍ତି ସେ ପର୍ଯ୍ୟନ୍ତ ସମ୍ବିଧାନ ରହିବ

ଗାନ୍ଧିନଗର(ବଡ଼ ଖବର ବ୍ୟୁରୋ): ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ବିବାଦୀୟ ବୟାନ । ନିତିନ କହିଛନ୍ତି ଯେ ଦେଶରେ ସେ ପର୍ଯ୍ୟନ୍ତ ସମ୍ବିଧାନ, ଧର୍ମନିରପେକ୍ଷତା ଏବଂ ଆଇନ ରହିବ ଯେତେବେଳ ପର୍ଯ୍ୟନ୍ତ ବହୁସଂଖ୍ୟକ ହିନ୍ଦୁ ରହିବେ । ଆଉ ଯେତେବେଳ ହିନ୍ଦୁଙ୍କ ସଂଖ୍ୟା ସଂଖ୍ୟା ଲଘୁକୁ ଚାଲିଯିବ ଏସବୁ ଆଉ ଚାଲିବ ନାହିଁ ।

ନିତନ ପଟେଲଙ୍କ ଏହି ବିବାଦୀୟ ବୟାନ ସମୟରେ ଗୁଜରାଟ ଗୃହମନ୍ତ୍ରୀ ପ୍ରଦୀପ ଜାଡେଜା, ଆରଏସଏସର ଅନେକ ବରିଷ୍ଠ ନେତା ସେଠି ଉପସ୍ଥିତ ଥିଲେ । ହିନ୍ଦୁଙ୍କ ସଂଖ୍ୟା କମିଲେ ନା କୋର୍ଟ ଏବଂ କଚେରୀର ଆବଶ୍ୟକତା ରହିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ