Masthead

ମୌସୁମୀ ଅଧିବେଶନରେ ନରସିଂହଙ୍କ ବାଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୌସୁମୀ ଅଧିବେଶନରେ ନରସିଂହଙ୍କ ବାଣ । ଓଡ଼ିଶାରେ ଅଦଦ୍ଭୁତ ପରିସ୍ଥିତି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଅଧାରୁ ଅଧିକ ମନ୍ତ୍ରୀ । ସ୍କୁଲ ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନରସିଂହ । ରାଜ୍ୟର ୧୭୭ ହାଇସ୍କୁଲର ଶିକ୍ଷକ ତୁରନ୍ତ ଗ୍ରାଣ୍ଟି ଇନ ଏଡ ଦାବିରେ ଦରଖାସ୍ତ ଦେଇଛନ୍ତି । ଯେଉଁଥିରେ ଦସ୍ତଖତ କରିଛନ୍ତି ୩ ଭାଗରୁ ଭାଗେ ମନ୍ତ୍ରୀ । ସମୁଦାୟ ୮୨ ବିଧାୟକଙ୍କ ମଧ୍ୟରୁ ୭୦ରୁ ଅଧିକ ବିଧାୟକ ଶାସକ ଦଳର। ସବୁ ମନ୍ତ୍ରୀ ଓ ବିଧାୟକଙ୍କର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ, କାହିଁକି ଦେଉନାହାନ୍ତି ଗ୍ରାଣ୍ଟ ଇନ ଏଡ।

ଜଣେ ମନ୍ତ୍ରୀଙ୍କ କଲେକ୍ଟିଭ ରେସସ୍ପନସିବିଲିଟି। ଜଣେ କ୍ୟାବିନେଟ ମନ୍ତ୍ରୀ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି । ଏହି କଥାକୁ ନେଇ ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି ନରସିଂହ । ମନ୍ତ୍ରୀ ମାନେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିବାକୁ ବାଧ୍ୟ ହୁଅନ୍ତି । ତାର ଅର୍ଥ ସେମାନେ ସରକାର ନୁହଁନ୍ତି ବୋଲି କହିଛନ୍ତି । ନରସିଂହ କହିଛନ୍ତି ମନ୍ତ୍ରୀ ଓ ବିଧାୟକ ମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ନାହିଁ। କହିଛନ୍ତି ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର