Masthead

ଆଜି ତାଲିବାନ ଗଢ଼ିବ ସରକାର

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ଦଖଲର ଦୁଇ ସପ୍ତାହ ପରେ କ୍ଷମତା ଦଖଲ କରିବାକୁ ଯାଉଛି ତାଲିବାନ । ଶୁକ୍ରବାର ନମାଜ ପାଠପରେ ଦେଶରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ ଇସଲାମୀୟ ଆତଙ୍କବାଦୀ । ତାଲିବାନ ସରକାର ୨.୦ ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବେଳେ ସଙ୍ଗଠନ ମୁଖ୍ୟ ହିବାତୁଲ୍ଲା ଅଖୁନ୍ଦଜାଦା କାନ୍ଦାହାରରୁ କାବୁଲରେ ପହଞ୍ଚି ମାରାଥନ୍ ବୈଠକ କରୁଛନ୍ତି ।

ଆଜି କତାରରେ ତାଲିବାନ ରାଜନୈତିକ ବିଭାଗ ଉପମୁଖ୍ୟ ଶେର ଆବ୍ବାସ ସ୍ତାନିକଜାଇ କହିଛନ୍ତି, ୨୦୦୧ରେ ଆମେରିକା ଆଫଗାନ ଦଖଲ କରିବାପରେ ‌ଯେଉଁମାନେେ କ୍ୟାବିନେଟ୍‌ରେ ଥିଲେ ସେମାନଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିବନାହିଁ। ୬୦ ବର୍ଷୀୟ ମୁଲ୍ଲା ଅଖୁନ୍ଦଜାଦା ଦେଶର ସର୍ବୋଚ୍ଚ ନେତା ରହିବେ ଏବଂ ତାଙ୍କର ପୂର୍ଣ୍ଣ ନିୟନ୍ତ୍ରଣରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ। ଇରାନ୍‌ ମଡେଲ ଆଧାରରେ ତାଲିବାନର ନୂଆ ଶାସନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରାଯାଇଛି। ନୂଆ ସରକାରରେ ମହିଳାଙ୍କ ଭୂମିକା ମଧ୍ୟ ରହିବ ବୋଲି ସ୍ତାନିକଜାଇ କହିଥିବା ବେଳେ ମହିଳାଙ୍କୁ ଉଚ୍ଚ ପଦବି ମିଳିବ କି ନା’ ତାହା ସେ ସ୍ପଷ୍ଟ କରିନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ