Masthead

ଆଫଗାନୀସ୍ତାନ ସ୍ଥିତିକୁ ନେଇ ମୋଦୀଙ୍କ ଜରୁରୀ ବୈଠକ

କାବୁଲ(ବଡ଼ ଖବର ବ୍ୟୁରୋ) :    ଆଫଗାନସ୍ତାନ ସ୍ଥିତି ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତେବେ ଏ ନେଇ ଭାରତର ପ୍ରଧାନମନ୍ତ୍ରୀୂ ନରେନ୍ଦ୍ର ମୋଦି ଏକ ଜରୁରୀ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ତିତି ରହିଥିଲେ ।

ତେବେ ବୈଠକରେ ଆଫଗାନରେ ଚାଲିଥିବା ସମସ୍ୟାକୁ ନେଇ ଆଲେଚନା ହୋଇଥିବା ଜଣାପଡିଛି । ତାଲିବାନ ସମ୍ପୂର୍ଣ୍ଣ ପଞ୍ଜଶିରକୁ ଦଖଲ କରିଥିବା ନେଇ ଘୋଷଣା କରିଥିଲା । ହେଲେ ଏହାକୁ ଖଣ୍ଡନ କରିଥିଲେ ଅହମଦ ମାସୁଦ । ସେ କହିଥିଲେ ଆମେ ଏବେ ବି ପଞ୍ଜଶିରରେ ଅଛୁ । ତାଲିବାନ ବିରୋଧରେ ଲଢେଇ ଜାରି ରଖିଛୁ । ପଞ୍ଜଶିରରେ ଚାଲିଥିବା ବିବାଦକୁ ନେଇ ଆଜି ମୋଦୀ ଜରୁରୀ ବୈଠକ ନିଜ ବାସଭବନରେ କରିଥିଲେ । ତେବେ ବୈଠକରେ କଣ ସବୁ ଆଲୋଚନା ହୋଇଛି ତାହା ଜଣା ପଡିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା