Masthead

କନ୍ଧମାଳରେ ଶୁଭାରମ୍ଭ ହେଲା ‘ବଡ଼ ଖବର’ ଦିବସ

କନ୍ଧମାଳ (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ‘ବଡ଼ ଖବର’ ହେଲ୍ପ ଅଭିଯାନ ଆରମ୍ଭ କରିଛି ଟିମ୍ ‘ବଡ଼ ଖବର’ । ଆଜି ଜିଲ୍ଲାର ଫୁଲବାଣୀ ସମେତ ସମସ୍ତ କୋଣ ଅନୁକୋଣରେ ଏହି ଅଭିଯାନକୁ ଆରମ୍ଭ କରାଯାଇଛି। ସ୍ଥାନୀୟ ମଦିକୁନ୍ଦା ଛକ ଠାରୁ ଆରମ୍ଭ କରି ପ୍ରେସ କ୍ଲବ ଠାରେ ‘ବଡ଼ ଖବର’ ର ଏକ ସଭା ପ୍ରତିନିଧି ହିମାଂଶୁ ଶେଖର ବେହେରା ଆୟୋଜନ କରି ‘ବଡ଼ ଖବର’ ପାଇଁ ସାହଯ୍ୟ କାମନା କରିଥିଲେ ।

ଫୁଲବାଣୀରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ନିଜର ମତ ରଖିଥିଲେ । ଆଜିର ଯୁଗରେ ସମ୍ବାଦିକତାକୁ ସୀମିତ କରି ସାଲିସ୍ ମଧ୍ୟ ଚାଲିଛି । ସାମ୍ବାଦିକ ନିରପେକ୍ଷ ଓ ଲୋକଙ୍କ ସ୍ୱାର୍ଥକୁ ନେଇ ଉପସ୍ଥାପନ କରିବା ଦରକାର ବୋଲି ଗଣମାତମ ପ୍ରତିନିଧିମାନେ ମତ ଦେଇଥିଲେ । ‘ବଡ଼ ଖବର’ ଅଭିଯାନରେ ସାହାଯ୍ୟ ଓ ସାମିଲ ହେବା ପାଇଁ ଅନେକ ସ୍ଥାନରେ ଲୋକେ ଭଲ ସମର୍ଥନ ମଧ୍ୟ ଜଣାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ