Masthead

ବ୍ଲକ ସାମ୍ନାରେ ମହିଳାଙ୍କ ଧାରଣା

ବଡ଼ଚଣା (ବଡ଼ ଖବର ବ୍ୟୁରୋ): ଦୁର୍ନୀତିର ଚରମସୀମାରେ ବଡ଼ଚଣା ବ୍ଲକ। ପଞ୍ଚାୟତ ସ୍ତରୀୟ MBK,CRP,BANK MITRA ବିଜ୍ଞାପନକୁ ରଦ୍ଦ କରିବା ପାଇଁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମ୍ମୁଖରେ ଏକାଧିକ ମହିଳା ଧାରଣା ଦେଇଛନ୍ତି । ନିଯୁକ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ଦାବି କରିବା ସହ ଦଳୀୟ ଭିତ୍ତିକ ନିଯୁକ୍ତିକୁ ନେଇ ମହିଳା ମାନେ ତୀବ୍ର ପ୍ରତିବାଦ କରି ବ୍ଲକ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ।

ବଡ଼ଚଣା ମଣ୍ଡଳ ଅଧିକାରୀ ଏ ବିଷୟରେ ତଦନ୍ତ କରିବେ ଏବଂ ପ୍ରକୁତ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବେ ବୋଲି ପ୍ରତିଶୃତି ଦେବା ପରେ ମହିଳା ମାନେ ଧାରଣାରୁ ଉଠିଥିଲେ । ବଡ଼ଚଣା ବ୍ଲକର ପ୍ରତ୍ୟେକ ପଂଚାୟତରୁ ଏକାଠି ଆସି ପ୍ରତିବାଦ ଜଣାଇଥିଲେ ।ଆଗାମୀ ଦିନରେ ଯଦି ଯୋଗ୍ୟ ପ୍ରାର୍ଥୀ ଚୟନ ନ ହୁଏ, ତେବେ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଥିଲେ । ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସମ୍ପାଦିକା ଦେବଯାନୀ ପ୍ରଧାନ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା